ETV Bharat / sitara

52 ବର୍ଷରେ ସୁପରଷ୍ଟାର ଅକ୍ଷୟ କୁମାର - ସୁପରଷ୍ଟାର ଅକ୍ଷୟ କୁମାର

ସୁପରଷ୍ଟାର ଅକ୍ଷୟ କୁମାର । ଆଜି ହେଉଛି ସେହି ମହାନ କଳାକାରଙ୍କ 52 ତମ ଜନ୍ମଦିନ । ଏହି ଉପଲକ୍ଷେ ଅକ୍ଷୟଙ୍କୁ ଇଟିଭି ପରିବାର ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ।

52 ବର୍ଷରେ ସୁପରଷ୍ଟାର ଅକ୍ଷୟ କୁମାର
author img

By

Published : Sep 9, 2019, 6:48 AM IST

Updated : Sep 9, 2019, 10:48 PM IST

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର । ଏ ବଲିଉଡର ସେହି ଖିଲାଡି ଯିଏ 50 ପାରେଇବା ପରେ ମଧ୍ୟ ଯେତିକି ଫିଟ୍ ସେତିକି ହିଟ୍ । ସେ ଆକ୍ସନ ହେଉ ଅବା ରୋମାନ୍ସ କିମ୍ବା କମେଡି ସବୁଥିରେ ସେ ଟେନ୍ ଆଉଟ୍ ଅଫ୍ ଟେନ୍ । ପର୍ସନାଲ ଲାଇଫରୁ ଆରମ୍ଭ କରି ପ୍ରଫେସନାଲ ଲାଇଫ୍ ସମସ୍ତଙ୍କ ପାଇଁ ଏକ ଉଦାହରଣ ଅକ୍ଷୟ । ବଲିଉଡରେ ଅକ୍ଷୟଙ୍କ ଯାତ୍ରା ଖୁବ୍ ଇନଣ୍ଟ୍ରେଷ୍ଟିଙ୍ଗ୍ ।

ଟଏଲେଟ୍ ଏକ ପ୍ରେମ କଥାରୁ ଆରମ୍ଭ କରି, ପ୍ୟାଡ ମ୍ୟାନ, ଗୋଲ୍ଡ ଅବା ନିକଟରେ ରିଲିଜ ହୋଇଥିବା ଫିଲ୍ମ ମିଶନ ମଙ୍ଗଳ । ଏହି ସମସ୍ତ ଫିଲ୍ମ ନା କେବଳ ବକ୍ସ ଅଫିସରେ ଭଲ କଲେକ୍ସନ କରିଥିଲା ବଂର ଏହି ସୁପରଷ୍ଟାରଙ୍କ ଏକ ନୂଆ ଛବି ଦେଖାଇଥିଲା ଦର୍ଶକଙ୍କୁ ।

ଅକ୍ଷୟ କୁମାର । ଆଜିର ତାରିଖରେ ଜଣେ ଏପରି ଅଭିନେତା ଯିଏ ଭିଡରୁ ଅଲଗା ଚାଲିବାର ସାହସ ରଖନ୍ତି । ସେ ନିଜର ସେଲିବ୍ରେଟି ଇମେଜ ପାଇଁ ନୁହେଁ ବଂର ଲିଡରୁ ହଟି ସାଧାରଣ କାହାଣୀକୁ ନେଇ ବକ୍ସ ଅଫିସରେ ସୁପରହିଟ୍ ହୋଇଥାଆନ୍ତି । ଏଭଳି ଫିଲ୍ମ ସେ ବର୍ଷରେ 4ଟିରୁ 5ଟି କରିଥାଆନ୍ତି । ଆଉ ପ୍ରତିଟି ଫିଲ୍ମ କରିଥାଏ 100 କୋଟିର ବ୍ୟବସାୟ ।

ଅକ୍ଷୟ ଆଜି ଉଚ୍ଚତାର ଯେଉଁ ଶୀର୍ଷରେ ପହଞ୍ଚିଛନ୍ତି ତାହା ଯେତିକି ରୋମାଞ୍ଚକର ସେତିକି ସଂର୍ଘଷମୟ ମଧ୍ୟ । ଆକ୍ସନ ଫିଲ୍ମରୁ ଆରମ୍ଭ ଏହି ଲୋକପ୍ରିୟ ଅଭିନେତାଙ୍କ ଫିଲ୍ମ କ୍ୟାରିୟର । କମେଡି ସାନଦାର । ରୋମାନ୍ସ ଜାନଦାର । ଡ୍ରାମା ଧମାକାଦାର । ଆଉ ସୋସିଆଲ ମେସଜ ଚତ୍ମକାର । ଆଉ ଏହି ସୋସିଆଲ ମେସେଜ ଭିତ୍ତିକ ଫିଲ୍ମ ପାଇଁ ତାଙ୍କୁ ବଲିଉଡରେ ଦ୍ବିତୀୟ ଭାରତ କୁମାର ନାମରେ ମଧ୍ୟ ଜଣାଯାଏ । 60ରୁ 80 ଦଶକ ମଧ୍ୟରେ ଏହି ନାଁରେ ପରିଚିତ ଥିଲେ ମୋନଜ କୁମାର । ଆଉ ଏହି ଟ୍ରିକକୁ ଅକ୍ଷୟ ଖୁବ୍ ଭଲ ଭାବରେ ବୁଝିଛନ୍ତି । ଆଉ ସେଥିପାଇଁ ଏଭଳି ଫିଲ୍ମ ନିର୍ମାଣ ସମୟରେ ତାଙ୍କ ପାଇଁ ନା ପଇସା ମହତ୍ତ୍ବ ରଖେ ନା ହିଁ ବକ୍ସ ଅଫିସ୍ କଲେକ୍ସନ ।

ଅକ୍ଷୟଙ୍କୁ ନେଇ ପ୍ରଡ୍ୟୁସରଙ୍କ ଉଦ୍ଦେଶ୍ୟ ଫିଲ୍ମ ଗୋଲ୍ଡ ମଧ୍ୟ ପୂରଣ କରିଛି । ଗୋଲ୍ଡର ଫାଷ୍ଟ ଡେ କଲେକ୍ସନ କରଥିଲା 25 କୋଟି । ଓପନିଙ୍ଗ୍ ଡେରେ 25 କୋଟିର ବ୍ୟବସାୟ ସହ ଗୋଲ୍ଡ ଅକ୍ଷୟଙ୍କ ସବୁଠାରୁ ବଡ ଫିଲ୍ମ ପ୍ରମାଣିତ ହୋଇଥିଲା । 2018, 15 ଅଗଷ୍ଟରେ ବାହୁବଳୀ ପରେ ଏହା ଦ୍ବିତୀୟ ଏବଂ 2018ର ସବୁଠାରୁ ହିଟ୍ ଫିଲ୍ମ ରୂପରେ ନଜର ଆସିଥିଲା । ତୃତୀୟ ସପ୍ତାହରେ ଏହାର ଆୟ 150 କୋଟି ପାର କରିସାରିଥିଲା ।

ନିଜର ସଫଳତାକୁ ନେଇ ଅକ୍ଷୟ କହନ୍ତି 27 ବର୍ଷର ଏହି ସଫର କୌଣସି ଚତ୍ମକାରଠାରୁ କମ୍ ନୁହେଁ । ତେବେ ଏହା ଚତ୍ମକାର ନୁହେଁ ତ ଆଉ କଣ । ଫିଲ୍ମକୁ ଆସିବା ପୂର୍ବରୁ ଯେଉଁ ଅକ୍ଷୟ ଟଙ୍କା ସଞ୍ଚୟ କରି ଗୋଟିଏ ଭଲ ବ୍ୟବସାୟ କରିବାକୁ ଚାହୁଁଥିଲେ । ପିଲାଙ୍କୁ ମାର୍ସଲାଟ ଶିଖାଇ ସେହି ଟଙ୍କାରେ ବ୍ୟବସାୟ କରିବେ ବୋଲି ଚିନ୍ତା କରିଥିଲେ । ତାହା ତାଙ୍କୁ ସୁପରଷ୍ଟାର କରିବ ଏହା ଅକ୍ଷୟଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି ।

52 ବର୍ଷୀୟ ଏହି ହିରୋ ନିଜର ଆକ୍ସନରୁ ହିଁ କରିଥାଆନ୍ତି ଜବରଦୋସ୍ତ କଲେକ୍ସନ । ନବେ ଦଶକର ସେ ଅନ୍ଦାଜ ଆଜି ମଧ୍ୟ ତାଙ୍କ ଭିତରେ ଭରି ରହିଛି । କିନ୍ତୁ ଫରକ ମାତ୍ର ଏତିକି ସେବେ ତାଙ୍କ ପ୍ରଶଂସା ଆକ୍ସନ ପାଇଁ ହେଉଥିଲା ଆଉ ଆଜି ଫିଟ୍‌ନେସକୁ ନେଇ । ଆକ୍ସନ ସହ ନିଜ ଫିଟନେସ ଉପରେ ମଧ୍ୟ ଖାସ୍ ଧ୍ୟାନ ଦେଇଥାଆନ୍ତି ଅକ୍ଷୟ । ତାଙ୍କ ପାଇଁ ଫିଟନେସ୍‌ର ଅର୍ଥ କେବଳ ବାଇସେପ୍ସ କିମ୍ବା ସିକ୍ସ ପ୍ୟାକ ଆପ୍ସ ନୁହେଁ ବଂର ସଂପୂର୍ଣ୍ଣ ଶରୀରର ସୁସ୍ଥତା । ଖାସ୍ ସେଥିପାଇଁ ନିଜର ଲାଇଫ ଷ୍ଟାଇଲକୁ ଖୁବ୍ ଭଲରେ ମେଣ୍ଟନ କରିଥାଆନ୍ତି ଏହି ସୁପରଷ୍ଟାର ।

ଆଜି ହେଉଛି ସେହି ମହାନ କଳାକାରଙ୍କ 52 ତମ ଜନ୍ମଦିନ । ଏହି ଉପଲକ୍ଷେ ଅକ୍ଷୟଙ୍କୁ ଇଟିଭି ପିରବାର ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

Intro:Body:

Bolangir(Odisha): Movement of trains halted temporarily on Sambalpur-Titlagarh section since early morning today due to water flowing over track at many locations. Train services to resume after water level recedes.

Conclusion:
Last Updated : Sep 9, 2019, 10:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.