ETV Bharat / sitara

‘ଗଙ୍ଗୁବାଇ କାଠିଆୱାଡି’ରେ ଅଣ୍ଡରୱାର୍ଲ୍ଡ ଡନ୍ ସାଜିବେ ଅଜୟ ଦେବଗନ୍ !

author img

By

Published : Feb 6, 2021, 7:04 AM IST

‘ଗଙ୍ଗୁବାଇ କାଠିଆୱାଡି’ରେ ଅଜୟ ଏକ ରିଅଲ୍ ଲାଇଫ୍ ଅଣ୍ଡରୱାର୍ଲ୍ଡ ଡନ୍ ଭୂମିକାରେ ଅଭିନୟ କରିବେ । କୁହାଯାଉଛି ଯେ ଏହି ଚଳଚ୍ଚିତ୍ରରେ ଅଜୟଙ୍କ ଭୂମିକା “ଛୋଟ କିନ୍ତୁ ବହୁତ ଦମଦାର” ହେବ । ଅଧିକ ପଢନ୍ତୁ...

Ajay Devgn's Gangubai Kathiawadi role details revealed
‘ଗଙ୍ଗୁବାଇ କାଠିଆୱାଡି’ରେ ଅଣ୍ଡରୱାର୍ଲ୍ଡ ଡନ୍ ସାଜିବେ ଅଜୟ ଦେବଗନ୍ !

ନୂଆଦିଲ୍ଲୀ: ଲୋକପ୍ରିୟ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ରେ ନଜର ଆସିବେ ବଲିଉଡ ସିଙ୍ଘମ ଅଜୟ ଦେବଗନ୍ । ଯାହାକୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା ।

ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ହମ୍ ଦିଲ୍ ଦେ ଚୁକେ ସନମ୍ ରେ ଅଜୟଙ୍କ ଧମାକାଦାର ଅଭିନୟ ଫ୍ୟାନ୍ସଙ୍କ ହୃଦୟ ଜିତିଥିଲା । ଯାହାପରେ ସଞ୍ଜୟ ପ୍ରଥମେ ଅଜୟଙ୍କୁ ବାଜିରାଓ ମସ୍ତାନୀ ରେ କାମ କରିବାକୁ ଅଫର୍ ଦେଇଥିଲେ । କିନ୍ତୁ ଫିଲ୍ମ ତାନାଜୀ କାରଣରୁ ଅଜୟ ସେ ଫିଲ୍ମ କରିବାକୁ ମନା କରିଦେଇଥିଲେ ।

ଆଉ ଏବେ ପୁଣି ଥରେ ଅଜୟ ଏବଂ ଭଂସାଲୀ ଏକାଠି ହେଉଛନ୍ତି । ‘ଗଙ୍ଗୁବାଇ କାଠିଆୱାଡି’ ପାଇଁ ଅଜୟ ଏବଂ ଭଂସାଲୀ ପୁଣି ଥରେ ଏକାଠି ହେଉଛନ୍ତି ।

ଖବର ଅନୁଯାୟୀ, ‘ଗଙ୍ଗୁବାଇ କାଠିଆୱାଡି’ରେ ଅଜୟ ଏକ ରିଅଲ୍ ଲାଇଫ୍ ଅଣ୍ଡରୱାର୍ଲ୍ଡ ଡନ୍ ଭୂମିକାରେ ଅଭିନୟ କରିବେ । କୁହାଯାଉଛି ଯେ ଏହି ଚଳଚ୍ଚିତ୍ରରେ ଅଜୟଙ୍କ ଭୂମିକା “ଛୋଟ କିନ୍ତୁ ବହୁତ ଦମଦାର” ହେବ । ଏହି ଫିଲ୍ମରେ ଆଲିଆ ଭଟ୍ଟ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.