ETV Bharat / sitara

ହାତରେ ଭଗବାନଙ୍କ ଧ୍ବଜା ଧରି ବସିଛନ୍ତି ସିଂଘମ, ଦେଖନ୍ତୁ ପୋଷ୍ଟର

ନଭେମ୍ବର 19ରେ ରିଲିଜ ହେବାକୁ ଯାଉଛି ଅଜୟ ଓ ସୈଫଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ତାନାଜୀ’ର ଜବରଦସ୍ତ ଟ୍ରେଲର । ଏବେ ରିଲିଜ ହୋଇଯାଇଛି ଫିଲ୍ମର ଟିଜର । ସେହିପରି ଆସନ୍ତା ବର୍ଷ ଜାନୁଆରୀ 10ରେ ରିଲିଜ ହେବ ଫିଲ୍ମ ।

author img

By

Published : Nov 15, 2019, 5:11 PM IST

ଡିଜାଇନ ଫଟୋ

ମୁମ୍ବାଇ: ସିଂଘମ ଅଜୟ ଦେବଗନ ବର୍ତ୍ତମାନ ପ୍ରସ୍ତୁତ ହୋଇସାରିଲେଣି ନିଜର ଆଗାମୀ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ୱାରିୟର’ ରିଲିଜ କରିବାକୁ । ଏଥର ସେ ମରାଠା ଯୋଦ୍ଧା ରୂପେ ନଜର ଆସିବେ । ଫିଲ୍ମରେ ତାଙ୍କ ସହ ଅଭିନୟ କରୁଛନ୍ତି ଛୋଟେ ନୱାବ ସୈଫ ଅଲ୍ଲୀ ଖାନ । ଯାହାକୁ ନେଇ ଏକ୍ସାଇଟେଡ ତାଙ୍କ ଫ୍ୟାନ୍ସ । ତାଙ୍କ 100ତମ ଫିଲ୍ମ ‘ତାନାଜୀ’ର ପ୍ରଥମ ଟିଜର ରିଲିଜ ହୋଇଯାଇଛି । ଏହାସହ ଘୋଷଣା ହୋଇଛି ଫିଲ୍ମର ଟ୍ରେଲର ଆସନ୍ତା 19 ତାରିଖରେ ରିଲିଜ ହେବ କଥା । ଏହାପୂର୍ବରୁ ଦର୍ଶକଙ୍କୁ ସରପ୍ରାଇଜ ଦେଇ ଫିଲ୍ମର ଟିଜର ରିଲିଜ କରିଦେଇଛନ୍ତି ଅଜୟ ।

  • " class="align-text-top noRightClick twitterSection" data="">

ଟିଜର ବ୍ୟାକଗ୍ରାଉଣ୍ଡରେ ଅଜୟଙ୍କ ଦମଦାର ସ୍ବର ଶୁଣିବାକୁ ମିଳୁଛି । ସ୍ବରାଜ ଠାରୁ ବଢିକି କଣ ବୋଲି ପ୍ରଶ୍ନ ଟିଜର ପଚରାଯାଇଛି । ଏହାସହ ସେ ହାତରେ ଭଗବାନଙ୍କ ଧ୍ବଜା ଧରି ବସିଛନ୍ତି । ଏହାପରେ ଟ୍ରେଲର ରିଲିଜ ହେବାର ସୂଚନା ଟିଜରରରେ ଦିଆଯାଇଛି ।

କିଛି ଦିନ ପୂର୍ବରୁ ଅଜୟ ଧିରେ ଧିରେ କରି ଫିଲ୍ମ ଭୂମିକା ସହ ଦର୍ଶକଙ୍କୁ ସାକ୍ଷାତ କରାଇଥିଲେ । ପ୍ରଥମେ ନିଜ ତାନାଜୀ ଲୁକ ସେୟାର କରିଥିଲେ । ଠିକ୍ ଏହାର ଗୋଟିଏ ଦିନ ପରେ ସେ ସୈଫଙ୍କ ଉଦୟଭାନ ଲୁକ ପୋଷ୍ଟ ଜାରି କରିଥିଲେ । ଆସନ୍ତା ବର୍ଷ ଜାନୁଆରୀ 10ରେ ଏହି ଫିଲ୍ମ ରିଲିଜ କରିବାର ଯୋଜନା କରିଛନ୍ତି ମେକର୍ସ ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.