ETV Bharat / sitara

'ଦୃଶ୍ୟମ୍'@5, ଫିଲ୍ମର ପୋଷ୍ଟର ସେୟାର କଲେ ତବୁ - Ajay Devgn and Tabu's drama-thriller

ନିଶିକାନ୍ତ କାମାତଙ୍କ ନିର୍ଦ୍ଦେଶନାର ଡ୍ରାମା-ଥ୍ରୀଲର ଫିଲ୍ମ 'ଦ୍ରିଶ୍ୟାମ୍'କୁ ଆଜି 5 ବର୍ଷ ପୂରଣ କରିଛି । ଏଥିରେ ବଲିଉଡ ଅଭିନେତା ଅଜୟ ଦେବଗନ୍ ଏବଂ ଅଭିନେତ୍ରୀ ତବୁ ଅଭିନୟ କରିଥିଲେ । ଅଧିକ ପଢନ୍ତୁ...

Ajay Devgn and Tabu's drama-thriller 'Drishyam' clocks 5 years
'ଦ୍ରିଶ୍ୟାମ୍'@5, ଫିଲ୍ମର ପୋଷ୍ଟର ସେୟାର କଲେ ତବୁ
author img

By

Published : Jul 31, 2020, 9:46 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅଜୟ ଦେବଗନ୍ ଏବଂ ଅଭିନେତ୍ରୀ ତବୁଙ୍କ ଡ୍ରାମା-ଥ୍ରୀଲର ଫିଲ୍ମ 'ଦୃଶ୍ୟମ' ଆଜି 5 ବର୍ଷ ପୂରଣ କରିଛି । ଏହି ଅବସରରେ ତବୁ ଫିଲ୍ମର ଏକ ପୋଷ୍ଟର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ପୋଷ୍ଟରର କ୍ୟାପସନ୍ ରେ ତବୁ ଲେଖିଛନ୍ତି, ଫିଲ୍ମ 'ଦୃଶ୍ୟମ' ଆଜି 5 ବର୍ଷ ପୂରଣ କରିଛି ।

ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଶଂସକମାନେ ଫିଲ୍ନିର ନିର୍ମାତାଙ୍କୁ ଏପରି ମହାନ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ପ୍ରଶଂସା କରିଛନ୍ତି ।

ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇ କହିଛନ୍ତି, ଏହା ଭାରତର ସର୍ବୋତ୍ତମ ଥ୍ରୀଲର ଫିଲ୍ମ ମଧ୍ୟରୁ ଗୋଟିଏ ।

ଅନ୍ୟ ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇ କହିଛନ୍ତି, ଏହି ଚଳଚ୍ଚିତ୍ରରେ ସମସ୍ତେ ବହୁତ ଭଲ ଅଭିନୟ କରିଛନ୍ତି ।

ନିଶିକାନ୍ତ କାମାତଙ୍କ ନିର୍ଦ୍ଦେଶନାର ଏହି ଫିଲ୍ମ ଅଜୟ ଏକ ସାଧାରଣ ବ୍ୟକ୍ତିଙ୍କ ଭୂମିକାରେ ଅଭିନୟ କରିଥିଲେ । ଏଥିସହ ଫିଲ୍ମରେ ତବୁ ଜଣେ ପୋଲିସ ଭୂମିକାରେ ଅଭିନୟ କରିଥିଲେ ।

ପ୍ରକାଶ ଥାଉ କି, ଏହି ଚଳଚ୍ଚିତ୍ରଟି ମାଲାୟାଲମ୍ ହିଟ୍ ଫିଲ୍ମ ର ରିମେକ୍ ଅଟେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.