ETV Bharat / sitara

ଟିକା ନେଇ ଫ୍ୟାନ୍ସଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିଲେ ଅଦନାନ

author img

By

Published : Apr 26, 2021, 12:23 PM IST

ବର୍ତ୍ତମାନ ପରିସ୍ଥିତିରେ ସୁରକ୍ଷିତ ରହିବା ପାଇଁ ଟିକାର ଆବଶ୍ୟକ ଅଛି । ସେପଟେ ଟିକା ନେଇ ଫ୍ୟାନ୍ସଙ୍କୁ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ସେଲିବ୍ରିଟି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଦନାନ ସାମୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଦନାନ ସାମୀ

ମୁମ୍ବାଇ: ଦେଶରେ ବଢିଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏଥରୁ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ କେବେଠୁ ସରକାର ଟୀକାକରଣ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ଆସନ୍ତା ମେ 1 ତାରିଖରେ 18 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଇତିମଧ୍ୟରେ ଲୋକପ୍ରିୟ ଗାୟକ ଅଦନାନ ସାମୀ ରହିବାର ଭ୍ୟାକ୍ସିନ ନେଇ ଫ୍ୟାନ୍ସଙ୍କୁ ସଚେତନା ବାର୍ତ୍ତା ବାଣ୍ଟିଛନ୍ତି।

ସେ ଭ୍ୟାକ୍ସିନ ନେଉଥିବାର ସମୟର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଏହି ମାରାତ୍ମକ ମହାମାରୀରୁ ଆମେ ନିଜକୁ ସୁରକ୍ଷିତ ରଖିବାର ଏକମାତ୍ର ଉପାୟ ହେଉଛି ନିଜକୁ ଟୀକାକରଣ କରାଇବା । ମୁଁ ନିଜକୁ ଟୀକାକରଣ କଲି । ଏହା ଏକ ଅତ୍ୟନ୍ତ ସୁରକ୍ଷିତ ଅନୁଭବ । ଯାଅ ଏବଂ କର । ଟିକା ବିଷୟରେ ଭୁଲ କାହାଣୀ ଶୁଣନ୍ତୁ ନାହିଁ । ସମସ୍ତ ଟିକା ସୁରକ୍ଷା ପାଇଁ ଭଲ ।’

ପ୍ରକାଶ ଥାଉକି ଅଦନାନଙ୍କ ପୂର୍ବରୁ ଅନେକ ସେଲିବ୍ରିଟି ଟିକା ନେଇସାରିଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ଧର୍ମେନ୍ଦ୍ର, ଆଶୁତୋଷ ରାଣା, ରେଣୁକା ସାହାଣୀ, ଶେଫାଳି ଶାହ ଭଳି କଳାକାର ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.