ETV Bharat / sitara

ନେହାଙ୍କୁ ନେଇ ଏମିତି କହିଲେ ଆଦିତ୍ୟ

author img

By

Published : Apr 18, 2020, 5:19 PM IST

ଇଣ୍ଡିଆନ ଆଇଡଲ ସେଟରେ ହୋଷ୍ଟ ଆଦିତ୍ୟ ନାରାୟଣ ଓ ଗାୟିକା ନେହା କକ୍କରଙ୍କ ମସ୍ତିଭରା ଅନ୍ଦାଜ ଦେଖିବାକୁ ମିଳିଥିଲା। ଯାହାପରେ ଦର୍ଶକ ଦୁଇଜଣଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ଆରମ୍ଭ କରିଦେଇଥିଲେ।

aditya narayan
ଡିଜାଇନ ଫଟୋ

ମୁମ୍ବାଇ: ଫେମସ ଗାୟିକା ନେହା କକ୍କର ଓ ଆଦିତ୍ୟ ନାରାୟଣ କିଛି ଦିନ ପୂର୍ବରୁ ଚର୍ଚ୍ଚାରେ ଥିଲେ। ଦୁଇଜଣଙ୍କ ବିବାହ ଖବର ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଥିଲା। ଇଣ୍ଡିଆନ ଆଇଡଲ ଶୋରେ ଦୁଇଜଣଙ୍କ ବିବାହର ଅନେକ ବିଧି-ବିଧାନ ଦେଖିଥିଲେ ଦର୍ଶକ । ଏହା କେବଳ ଶୋର ଟିଆରପି ବଢାଇବା ପାଇଁ ମେକର୍ସଙ୍କ ପ୍ଲାନ ଥିଲା। ହେଲେ ଇତିମଧ୍ୟରେ ଆଦିତ୍ୟ ନେହାଙ୍କୁ ନେଇ ମୁହଁ ଖୋଲିଛନ୍ତି।

ସେ ଆଲୋଚନା କରି ଏକ ସାକ୍ଷାତକାରରେ କହିଥିଲେ ଯେ ଆମ ଦୁଇଜଣ ମ୍ୟୁଜକି ଇଣ୍ଡଷ୍ଟ୍ରିର ଶାହରୁଖ ଖାନ ଓ କାଜୋଲ । ଆଉ ସେ ଯଦି ଜୀବନର ବଡ ନିଷ୍ପତ୍ତି ନେବେ ତେବେ ନିଜ ଘୋଷଣା କରିବେ। ବିବାହ ତାଙ୍କ ପାଇଁ ବଡ ନିଷ୍ପତ୍ତି ହେବ। ଯାହାକୁ ସେ ଲୁଚାଇବେ ନାହିଁ । ନେହାଙ୍କ ସହ ଯାହାଥିଲା ତାହା କେବେଳ ଶୋର ଟିଆରପି ପାଇଁ କରାଯାଇଥିଲା। ଯାହାକୁ ଦର୍ଶକ ଗମ୍ଭୀରତା ରୂପେ ନେଇଯାଇଛନ୍ତି। ନେହା ତାଙ୍କ ଭଲ ବନ୍ଧୁ ଭଳି । ଦୁଇଜଣ ଖୁବ୍ ମଜାମସ୍ତି କରନ୍ତି । ବୟଫ୍ରେଣ୍ଡ, ଗାର୍ଲଫ୍ରେଣ୍ଡ ରିଲେସନ ଦୁଇଜଣଙ୍କ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.