ETV Bharat / sitara

କୋରୋନା ଆକ୍ରାନ୍ତ ଆଲିୟା, ଭୟଭୀତ ମା'

author img

By

Published : Apr 3, 2021, 2:30 PM IST

ଟ୍ବିଟକୁ ନେଇ ଚର୍ଚ୍ଚାରେ ଆଲିୟାଙ୍କ ମା' ସୋନି । ଆଲିୟାଙ୍କ କୋରୋନା ପରେ ଲେଖିଲେ ଆଶ୍ଚର୍ଯ୍ୟଜନକ କଥା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଶୁକ୍ରବାର କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ କୋରୋନା ସଂକ୍ରମିତ ହେବା ଖବର ସାମ୍ନାକୁ ଆସିଥିଲା । ବର୍ତ୍ତମାନ ସେ ହୋମ କ୍ବାରେଣ୍ଟାଇନରେ ଅଛନ୍ତି । ସେହିପରି ନିକଟରେ ତାଙ୍କ ବୟଫ୍ରେଣ୍ଡ ତଥା ଅଭିନେତା ରଣବୀର କପୁରଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା । ଇତିମଧ୍ୟରେ ଝିଅ ଆଲିୟାଙ୍କୁ କୋରୋନା ହେବା ଉପରେ ପ୍ରତିକ୍ରିୟା ରଖିଛନ୍ତି ମା ତଥା ଅଭିନେତ୍ରୀ ସୋନି ରାଜଦାନ ।

  • This is no ordinary wave ...it’s everywhere. In our houses, in our hair. I’m getting a bit of a scare. It’s no ordinary wave.. it’s everywhere ... don’t know how we shall fare .. how do we begin to care... about so many here and there... it’s everywhere, it’s everywhere 🦠🦠🦠

    — Soni Razdan (@Soni_Razdan) April 2, 2021 " class="align-text-top noRightClick twitterSection" data=" ">

ଆଲିୟାଙ୍କ କୋରୋନା ପଜିଟିଭ ଆସିବା ଖବରରେ ଦୁଃଖି ଥିବା ସୋନି ଏକ ଟ୍ବିଟ କରି ଲେଖିଛନ୍ତି, ‘ଏହା କୌଣସି ସାଧାରଣ ଜିନିଷ ନୁହେଁ । ଏହା ସବୁଠାରେ ଅଛି । ଆମ ଘରେ, ଆମ ମାମଲାରେ । ମୁଁ ଟିକେ ଭୟଭୀତ ହେଉଛି | ଏହା କୌଣସି ସାଧାରଣ କଥା ନୁହେଁ । ଏହା ସବୁଆଡେ ବ୍ୟାପି ଗଲାଣି । ଜାଣିନି କିପରି ଏହାର ଆମେ ମୁକାବୁଲା କରିବା । ଆମେ କିପରି ଯତ୍ନ ନେବା ।’

ପ୍ରକାଶ ଥାଉକି ଆଲିୟାଙ୍କ ପୂର୍ବରୁ ଆମୀର ଖାନ, ତାରା ସୁତାରିୟା, ରଣବୀର, ବରୁଣ ଭଳି ସେଲିବ୍ରିଟି କୋରୋନା ସଂକ୍ରମିତ ହୋଇସାରିଲେଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.