ETV Bharat / sitara

ପୁଅ ରଣବୀରଙ୍କ ବିବାହ ପାଇଁ ନୀତୁଙ୍କ ଡାନ୍ସ ପ୍ରାକ୍ଟିସ !

author img

By

Published : Oct 9, 2020, 8:30 PM IST

କଣ ବିବାହ କରିବେ ରଣବୀର । ଯାହା ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ନୀତୁ । କାରଣ ଡାନ୍ସ ରିହର୍ସଲ କରୁଥିବାର ଆସୁଛନ୍ତି ନଜର।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଜେଶ ସିଂ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଜେଶ ସିଂ

ମୁମ୍ବାଇ: ସୋସିଆଲ ମିଡିଆରେ ଘୁରିବୁଲୁଛି ଫେମସ ଅଭିନେତ୍ରୀ ତଥା ରଣବୀର କପୁରଙ୍କ ମା' ନୀତୁ କପୁରଙ୍କ ଏକ ମଜାଦାର ଭିଡିଓ। ଯାହାକୁ ଦେଖି ବାଃବାଃ କହିବା ସହ ରଣବୀରଙ୍କ ବିବାହକୁ ନେଇ ଚର୍ଚ୍ଚା ମଧ୍ୟ କରୁଛନ୍ତି ଫ୍ୟାନ୍ସ । ମଜାଦାର କଥା ହେଲା ଯେ ଭାଇରାଲ ହେଉଥିବା ନୀତୁଙ୍କ ଡାନ୍ସ ଭିଡିଓରେ ଫେମସ କୋରିଓଗ୍ରାଫର ରଜେଶ ସିଂ ଦେଖାଯାଉଛନ୍ତି। ଆଉ ଏହି ଯୋଡି ଗୀତ ରଣବୀର ପପୁଲାର ଗୀତ ‘ଘାଘରା’ରେ ଦମଦାର ଡାନ୍ସ କରୁଛନ୍ତି।

ସେହିପରି ଭିଡିଓକୁ ସେୟାର କରି ରାଜେଶ ଲେଖିଛନ୍ତି, ‘ମୋ ଫେଭରେଟ ନୀତୁ କପୁରଙ୍କ ସହ ମୋର ମଜାଦାର କୋରିଓଗ୍ରାଫି।’ ଫ୍ୟାନ୍ସ ଭିଡିଓ ଦେଖି ପ୍ରଶ୍ନ ପଚାରୁଛନ୍ତି ଯେ କଣ ପୁଅ ବିବାହ ପାଇଁ ଡାନ୍ସ ରିହର୍ସଲ କରୁଛ।

ପ୍ରକାଶ ଥାଉକି ଦୀର୍ଘ ସମୟରୁ ରଣବୀର ଓ କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ପରସ୍ପରକୁ ଡେଟ କରୁଥିବା ଏହି ଯୋଡି ଏଯାବତ ବିବାହକୁ ନେଇ କୌଣସି ଘୋଷଣା କରିନାହାଁନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.