ETV Bharat / sitara

କୁମ୍ଭ ମେଳା ନୁହେଁ ମହାମାରୀ: ମଲାଇକା ଅରୋରା - ଅଭିନେତ୍ରୀ ମଲାଇକା ଅରୋରା ନ୍ୟୁଜ

ଭାଇରାଲ ହେଲା ମଲାଇକାଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ । ଏଥର ସେ କୁମ୍ଭ ମେଳାକୁ କୋରୋମା ମହାମାରୀ କହି ଚର୍ଚ୍ଚାରେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Apr 17, 2021, 1:29 PM IST

ମୁମ୍ବାଇ: କୋରୋନା ତାଣ୍ଡବ ଦେଶରେ ବଢିଚାଲିଛି । ଗୋଟିଏ ପଟେ ସରକାର ନିୟମ ମାନିବାକୁ କହୁଥିବା ବଳେ ଅନ୍ୟପଟେ କୁମ୍ଭ ମେଳାର ଶାହି ସ୍ନାନ ଏବଂ ନିର୍ବାଚନ ରାଲିରେ କିନ୍ତୁ ଲୋକଙ୍କ ଭିଡ ବେଶ୍ ଦେଖିବାକୁ ମିଳୁଛି । ଯେଉଁଠାରେ କୋରୋନାର କୌଣସି ନିୟମ କାନୁନ ପାଳନ କରାଯାଉନାହିଁ । ନିକଟରେ ଏହା ଉପରେ ପ୍ରତିକ୍ରିୟା ରଖିଥିଲେ ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା । ଆଉ ଏବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ମଲାଇକା ଅରୋରା ।

ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ମଲାଇକା ଅରୋରା
ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ମଲାଇକା ଅରୋରା

ସେ ଇନଷ୍ଟାଗ୍ରାମ ଷ୍ଟୋରିରେ କୁମ୍ଭ ମେଳାର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଏହା ହେଉଛି ମହାମାରୀ । ଆଶ୍ଚର୍ଯ୍ୟଜନକ ।’ ବର୍ତ୍ତମାନ ଭାଇରାଲ ହେଉଥିବା ଫଟୋରେ କୁମ୍ଭ ମେଳାରେ ଦେଖିବାକୁ ମିଳୁଛି ଲକ୍ଷ ଲକ୍ଷ ଲୋକଙ୍କୁ ।

ପ୍ରକାଶ ଥାଉକି କୁମ୍ଭ ମେଳାରେ ବହୁ ସାଧୁ ସମେତ ବହୁ ସଂଖ୍ୟକ ଭକ୍ତ ମଧ୍ୟ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.