ETV Bharat / sitara

କିୟାରାଙ୍କ ଲଭ ଲାଇଫ ପୋଲ ଖୋଲିଲେ ଅକ୍ଷୟ, ଭାଇରାଲ ଭିଡିଓ

author img

By

Published : Nov 3, 2020, 11:45 AM IST

ଚର୍ଚ୍ଚାରେ କିୟାରାଙ୍କ ରିଲେସନଶିପ । ନ୍ୟାସନାଲ ଟିଭିରେ ତାଙ୍କ ବୟଫ୍ରେଣ୍ଡଙ୍କ ବିଷୟରେ କହିଲେ ଅକ୍ଷୟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କିୟାରା ଆଡଭାନୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କିୟାରା ଆଡଭାନୀ

ମୁମ୍ବାଇ: ‘କବୀର ସିଂ’ ଫେମ କିୟାରା ଆଡଭାନୀ ବର୍ତ୍ତମାନ ନିଜ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ’ଙ୍କୁ ନେଇ ଚର୍ଚ୍ଚାରେ । ଫିଲ୍ମରେ ସେ ଖିଲାଡି ଅକ୍ଷୟ କୁମାରଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ । ନିକଟରେ ଫିଲ୍ମର ଦମଦାର ଟ୍ରେଲର ରିଲିଜ କରାଯାଇଥିଲା । ଯାହାକୁ ଖୁବ୍ ପସନ୍ଦ କରିଥିଲେ ସମସ୍ତେ । ଫିଲ୍ମ ବ୍ୟତୀତ କିୟାରା ଦୀର୍ଘ ସମୟରୁ ହ୍ୟାଣ୍ଡସମ ଆକ୍ଟର ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ରିଲେସନଶିପକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ଦୁଇଜଣଙ୍କୁ ଅନେକଥର ଏକାଠି ମଧ୍ୟ ଦେଖିବାକୁ ମିଳିସାରିଛି । ହେଲେ ଏଯାବତ ଦୁଇଜଣଙ୍କ ପକ୍ଷରୁ ରିଲେସନଶିପକୁ ନେଇ କୌଣସି ସୂଚନା ମିଳିନାହିଁ, କିନ୍ତୁ ଅକ୍ଷୟ ଏହି ଲଭବାର୍ଡଙ୍କ ପୋଲ ଖୋଲି ଦେଇଛନ୍ତି ।

ଫିଲ୍ମର ପ୍ରମୋଶନ ପାଇଁ କପିଲ ଶର୍ମାଙ୍କ କମେଡି ଶୋ ‘ଦ କପିଲ ଶର୍ମା’ରେ ପହଞ୍ଚିଥିଲେ କିୟାରା ଓ ଅକ୍ଷୟ । ଆଉ ସେଠାରେ କିୟାରାଙ୍କ ଲଭ ଲାଇଫର ପର୍ଦ୍ଦାଫାଶ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ଅକ୍ଷୟ । ଯାହାର ଏକ କ୍ଲିପ ସୋସିଆଲ ମିଡିଆରେ ବର୍ତ୍ତମାନ ଖୁବ୍ ଦେଖିବାକୁ ମିଳୁଛି ।

ଭିଡିଓରେ କିୟାରାଙ୍କୁ କପିଲ ଲଭ ଲାଇଫ ସହ ସମ୍ପୃକ୍ତ ଥିବା ପ୍ରଶ୍ନ କରୁଛନ୍ତି, ଯାହାର ଉତ୍ତର ଦେଇ କିୟାରା କହୁଛନ୍ତି, ‘ମୁଁ ମୋ ପର୍ସନାଲ ଲାଇଫ ବିଷୟରେ ସେହି ସମୟରେ ଆଲୋଚନା କରିବି ଯେବେ ମୁଁ ସିଧା ବିବାହ କରିବି ।’ ଏହାପରେ କପିଲ କହୁଛନ୍ତି ତେବେ ଆସନ୍ତୁ ସେହି ବ୍ୟକ୍ତିଙ୍କ ପାଇଁ ତାଳି ବଜାଇବା ଯାହାଙ୍କୁ କିୟାରା ବିବାହ କରିବେ ।

  • Band baja baraat 2021 me pakka samjho bhai ab🤣🤣
    Kyu ki ye sidhant wali ladki ha.😍😅😂🤣
    pic.twitter.com/hL8Cvq1pPr

    — 🆁🅰🅹🅿🆄🆃 🌅 (@S1rajput4) November 2, 2020 " class="align-text-top noRightClick twitterSection" data=" ">

ଏହା ଶୁଣି ଅକ୍ଷୟ ଆଉ ଚୁପ ନବସି କହୁଛନ୍ତି, ‘ୟଏ ବଡି ସିଦ୍ଧାନ୍ତୋଂ ବାଲି ଲଡକୀ ହେ।’ ତେବେ ଆପଣ ଜାଣିପାରିଲେ କି ନାହିଁ କିୟାରାଙ୍କା ପ୍ରେମିକ ବିଷୟରେ। .

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.