ETV Bharat / sitara

ପରିବାର ସହ ସ୍ବର୍ଣ୍ଣ ମନ୍ଦିର ଦର୍ଶନ କଲେ କଙ୍ଗନା

author img

By

Published : May 31, 2021, 1:54 PM IST

ବର୍ତ୍ତମାନ ପଞ୍ଜାବରେ ଅଛନ୍ତି କଙ୍ଗନା । ପରିବାର ସହ ସ୍ବର୍ଣ୍ଣ ମନ୍ଦିର ଦର୍ଶନ କରି ଖସିରେ ବିଭୋର ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ଚଣ୍ଡିଗଡ: କୋରୋନା କାଳରେ ଅଭିନେତ୍ରୀ କଙ୍ଗନା ରଣାୱତ ପରିବାର ସହ ସମୟ ବିତାଉଥିବାର ନଜର ଆସୁଛନ୍ତି । ଇତିମଧ୍ୟରେ ସେ ପୁରା ପରିବାର ସହ ପଞ୍ଜାବର ଅମୃତସରରେ ଥିବା ସ୍ବର୍ଣ୍ଣ ମନ୍ଦିର ଦର୍ଶନ କରିବାକୁ ଯାଇଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ସେୟାର କରି ଜଣାଇଛନ୍ତି ସେ ପ୍ରଥମଥର ସ୍ବର୍ଣ୍ଣ ମନ୍ଦିର ଦର୍ଶନ କରିଛନ୍ତି ।

ସେହିପରି ଫଟୋରେ ସେ ମା' ଭଉଣୀ ରଙ୍ଗୋଲି ଚାନ୍ଦେଲି ଓ ପୁତୁରାଙ୍କ ସହ ନଜର ଆସୁଛନ୍ତି । ଆଉ ଫଟୋ କ୍ୟାପସନରେ ସେ ଲେଖିଛନ୍ତି, ‘ଆଜି ମୁଁ ଶ୍ରୀ ହରମନ୍ଦିର ସାହିବ ସ୍ବର୍ଣ୍ଣ ମନ୍ଦିର ଦର୍ଶନ ପାଇଁ ଆସିଛି। ମୋ ପରିବାରର ପ୍ରାୟ ସମସ୍ତ ମନ୍ଦିର ପୂର୍ବରୁ ପରିଦର୍ଶନ କରିସାରିଛନ୍ତି । ହେଲେ ମୁଁ ପ୍ରଥମଥର ଦର୍ଶନ କରୁଛି । ସ୍ବର୍ଣ୍ଣ ମନ୍ଦିରର ସୌନ୍ଦର୍ଯ୍ୟ ଦେଖି ମୁଁ ଆଶ୍ଚର୍ଯ୍ୟ ।’

ପ୍ରକାଶ ଥାଉକି ନିକଟରେ କଙ୍ଗନା କୋରୋନା ସଂକ୍ରମିତ ହୋଇଥିଲେ । ଆଉ ସୋସିଆଲ ମିଡିଆରେ ପୋଷ୍ଟ କରି କୋରୋନାକୁ ହରାଇବା କଥା ସେ କହିଥିଲେ । ଏବେ ସେ ସୁସ୍ଥ ହୋଇ ପରିବାର ସହ ସମୟ ବିତାଉଛନ୍ତି । ଦେଖନ୍ତୁ ଫଟୋ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.