ETV Bharat / sitara

2 ସମ୍ପର୍କୀୟକୁ ହରାଇଲେ ଭାବବିହ୍ବଳ ପୋଷ୍ଟ ଲେଖିଲେ ଭୂମି - 2 ସମ୍ପର୍କୀୟକୁ ହରାଇଲେ ଭୂମି

ଦେଶବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଥିବା ଭୂମିଙ୍କ ଦୁଇ ସମ୍ପର୍କୀୟଙ୍କ ମୃତ୍ୟୁ । ଟ୍ବିଟ କରି ଦୁଃଖି ନଜର ଆସିଲେ ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଭୂମି ପେଡନେକର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଭୂମି ପେଡନେକର
author img

By

Published : May 3, 2021, 12:34 PM IST

ମୁମ୍ବାଇ: ବର୍ତ୍ତମାନ କୋରୋନାର ଦ୍ବିତୀୟ ଲହର ସହିତ ଦେଶ ସଂଘର୍ଷ କରୁଛି | ଭେଣ୍ଟିଲେଟର, ଔଷଧ, ଶଯ୍ୟା ଏବଂ ଅମ୍ଳଜାନ ସିଲିଣ୍ଡରର ଘୋର ଅଭାବ ଥିବାରୁ ଚିକିତ୍ସା ସୁବିଧାକୁ ନେଇ ସାରା ଦେଶରେ ଲୋକେ ଚିନ୍ତିତ । ଏସବୁ ମଧ୍ୟରେ ଅନେକ ବଲିଉଡ ସେଲିବ୍ରିଟି ଯଥାସମ୍ଭବ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଅନେକ ସେଲିବ୍ରିଟି ଆଗକୁ ଆସି ଲୋକଙ୍କୁ ସାହାଯ୍ୟ କରିଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ଭୂମି ପେଡନେକର ।

  • Have lost 2 people we love from my immediate world in the last 24 hours, 3 super critical. I’ve spent my day looking for Oxygen & beds for the ones we can save. No space for grief. Only action. Really can’t wait for this to be over. Please do your bit. #covidwarrior #CovidIndia

    — bhumi pednekar (@bhumipednekar) May 2, 2021 " class="align-text-top noRightClick twitterSection" data=" ">

ହେଲେ ଇତିମଧ୍ୟରେ ସେ ନିଜର ଦୁଇ ସମ୍ପର୍କୀୟଙ୍କୁ ହରାଇ ଦୁଃଖି ହୋଇପଡିଛନ୍ତି । ଯାହାର ସୂଚନା ସେ ଟ୍ବିଟରେ ଦେଇ ଲେଖିଛନ୍ତି, ‘ଗତ 24 ଘଣ୍ଟା ମଧ୍ୟରେ, ଆମେ ଆମର ଦୁନିଆରୁ 2 ଜଣଙ୍କୁ ହରାଇଛୁ । ତିନିଜଣଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ଅଛି। ମୁଁ ମୋର ଦିନ ଅମ୍ଳଜାନ ଏବଂ ଶଯ୍ୟା ଖୋଜିବାରେ ଅତିବାହିତ କରିଛି ଯାହା ଦ୍ବାରା ଆମେ ସେମାନଙ୍କୁ ବଞ୍ଚାଇପାରିବୁ । ଏହି ସମୟରେ, ଦୁଃଖର ସ୍ଥାନ ନାହିଁ, କେବଳ କାର୍ଯ୍ୟ କରିବାର ଆବଶ୍ୟକ ଅଛି । ବାସ୍ତବରେ, ଏସବୁ ଶେଷ ହେବା ପର୍ଯ୍ୟନ୍ତ କେବେ ଅପେକ୍ଷା କରିବ ନାହିଁ ?

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.