ETV Bharat / sitara

ଏଥର କର୍ଣ୍ଣ ସାଜିବେ ଖିଲଜି !

author img

By

Published : Mar 23, 2021, 3:30 PM IST

ରଣବୀରଙ୍କୁ ନେଇ ନୂଆ ଚର୍ଚ୍ଚା । ମହାବୀର କର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ତାଙ୍କ ଅଭିନୟର ଯାଦୁ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସିଂ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସିଂ

ମୁମ୍ବାଇ: ଆକ୍ଟର ରଣବୀର ସିଂ ଫ୍ୟାନ୍ସଙ୍କ ପାଇଁ ବଡ ଖବର । ଶୁଣିବାକୁ ମିଳୁଛି ଯେ ନିର୍ମାତା ବାସୁ ଭଗନାନୀଙ୍କ ଆଗାମୀ ଫିଲ୍ମରେ ନଜର ଆସିପାରନ୍ତି ଅଭିନେତା । ଫିଲ୍ମ ‘ସୂର୍ଯ୍ୟ ପୁତ୍ର ମହାବୀର କର୍ଣ୍ଣ’ରେ ରଣବୀରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଖାଲି ଏତିକି ନୁହେଁ ଚର୍ଚ୍ଚା ଏହା ମଧ୍ୟ ଜୋର ଧରିଛି ଯେ ଏହି ରୋଲ ପାଇଁ ରାଜି ହୋଇଛନ୍ତି ରଣବୀର ।

ସେପଟେ ପୂଜା ଏଣ୍ଟରଟେନମେଣ୍ଟ ମେକର୍ସଙ୍କୁ ଲାଗୁଛି ଯେ ସେମାନଙ୍କର ଏହି ଦମଦାର ଫିଲ୍ମ ଏବଂ ଏହାର ଥିମ୍ ଅନୁଯାୟୀ ରଣବୀର କର୍ଣ୍ଣ ଭୂମିକା ପାଇଁ ଏକଦମ ପରଫେକ୍ଟ । ଏହି ରୋଲ ପାଇଁ ମେକର୍ସ ଅଭିନେତାଙ୍କ ସହ କଥାବାର୍ତ୍ତା ହୋଇସାରିଛନ୍ତି । ହେଲେ ଏଯାବତ ଏହାକୁ ନେଇ ରଣବୀର କୌଣସି ସୂଚନା ଦେଇନାହିଁନ୍ତି । ସେ ଯାହା ବି ହେଉ ଏହି ଚର୍ଚ୍ଚା ବର୍ତ୍ତମାନ ତାଙ୍କ ଫ୍ୟାନ୍ସଙ୍କୁ ଖୁସ୍ କରିଦେଇଛି ।

ପ୍ରକାଶ ଥାଉକି ରଣବୀରଙ୍କ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’ ଏପ୍ରିଲରେ ରିଲିଜ ହେବାକୁ ଯାଉଛି । କବୀର ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କ୍ରିକେଟ ଜଗତର ଲେଜେଣ୍ଡ କ୍ରିକେଟର କପିଲ ଦେବଙ୍କ ଭୂମିକାରେ ଅଭିନୟ କରୁଛନ୍ତି ଅଭିନେତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.