ETV Bharat / sitara

ମିଲିନ୍ଦଙ୍କୁ କୋରୋନା

author img

By

Published : Mar 26, 2021, 1:37 PM IST

ଆଉ ଜଣେ ସେଲିବ୍ରିଟିଙ୍କ କୋରୋନା ସଂକ୍ରିମିତ ହେବ ଖବର ବର୍ତ୍ତମାନ ଚର୍ଚ୍ଚାରେ । ଏଥର କୋରୋନା କବଳରେ ମିଲିନ୍ଦ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: କୋରୋନା ଭ୍ୟାକ୍ସିନ ବିଶ୍ବର ଅନେକ ଦେଶରେ ପହଞ୍ଚିସାରିଲାଣି ଏବଂ ଏହାର ଟୀକାକରଣ ମଧ୍ୟ ଆରମ୍ଭ ହୋଇଛି। ତଥାପି ଏହାର ସଙ୍କଟ କମିବାର ନାଁ ନେଉନାହିଁ। ଅନେକ ସେଲିବ୍ରିଟି ଏହାର କବଳରୁ ରକ୍ଷା ପାଇ ପାରୁନାହିଁନ୍ତି। ଏବେ ସୁପର ମଡେଲ ତଥା ଅଭିନେତା ମିଲିନ୍ଦ ସୋମନ କୋରୋନା ସଂକ୍ରିମିତ ବାହାରିଛନ୍ତି । ତାଙ୍କ ପୂର୍ବରୁ ଆମୀର ଖାନ, କାର୍ତ୍ତିକ ଆର୍ଯ୍ୟନ, ରଣବୀର କପୁରଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିବା କଥା ଚର୍ଚ୍ଚାରେ ଥିଲା ।

କୋରନୋ ସଂକ୍ରିମିତ ହେବା ସୂଚନା ମିଲିନ୍ଦ ଟ୍ବିଟରେ ଦେଇ ଜଣାଇଛନ୍ତି, ‘ ମୁଁ କୋରୋନା ପଜିଟିଭ । କ୍ବାରେଣ୍ଟାଇନରେ ଅଛି ।’

ମିଲିନ୍ଦଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ପତ୍ନୀ ଅଙ୍କିତା ମଧ୍ୟ ଏହାର ଟେଷ୍ଟ କରାଇଛନ୍ତି । ହେଲେ ଏଯାବତ ତାଙ୍କ ରିପୋର୍ଟ ସାମ୍ନାକୁ ଆସିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.