ETV Bharat / sitara

ଗର୍ଲଫ୍ରେଣ୍ଡଙ୍କ ନାମକରଣ କଲେ ଆଲି - ଟିଭି ରିୟାଲିଟି ଶୋ ‘ନଚ ବଲିଏ 9’ର ସେକେଣ୍ଡ ରନରଅପ ଏଲି ଗୋନି ନ୍ୟୁଜ

ସୋସିଆଲ ମିଡିଆରେ ଦେଖିବାକୁ ମିଳିଲା ଅଭିନେତା ଆଲି ଓ ଜ୍ୟାସ୍ମିନଙ୍କ ଖଟାମିଠା ମସ୍ତି । ଜ୍ୟାସ୍ମିନଙ୍କ ନୂଆ ନାମ ଦେଇ ଚର୍ଚ୍ଚାରେ ଆଲି ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jun 5, 2020, 6:02 PM IST

ମୁମ୍ବାଇ: ଟିଭି ରିୟାଲିଟି ଶୋ ‘ନଚ ବଲିଏ 9’ର ସେକେଣ୍ଡ ରନରଅପ ହୋଇଥିବା ଫେମସ ଅଭିନେତା ଆଲି ଗୋନି ଏବେ ଚର୍ଚ୍ଚାରେ । ବର୍ତ୍ତମାନ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସମସ୍ତଙ୍କ ନଜରରେ ଆସଛନ୍ତି । ମଜାଦାର କଥା ହେଲା ଯେ ସେ ପୋଷ୍ଟଟିକୁ ତାଙ୍କ ଗାର୍ଲଫ୍ରେଣ୍ଡ କୁହାଯାଉଥିବା ଅଭିନେତ୍ରୀ ଜ୍ୟାସ୍ମିନ ଭସୀନଙ୍କୁ ଡେଡିକେଟ କରିଛନ୍ତି । ଦୀର୍ଘ ସମୟରୁ ଏହି ଚର୍ଚ୍ଚା ଜୋର ଧରିଛି ଯେ ଏଲି ଓ ଜ୍ୟାସ୍ମିନ ପରସ୍ପରକୁ ଡେଟ କରୁଥିବାର । ହେଲେ ଏଯାବତ ଦୁଇଜଣଙ୍କ ମଧ୍ୟରୁ କେହି ନିଜ ରିଲେସନଶିପକୁ ନେଇ ମୁହଁ ଖୋଲିନାହାଁନ୍ତି ।

‘ନାଗିନ 4’ ଅଭିନେତ୍ରୀ ଜ୍ୟାସ୍ମିନଙ୍କ ପାଇଁ ପୋଷ୍ଟ କରି ଆଲି ଲେଖିଛନ୍ତି, ‘ଆଗକୁ କଣ ହେବେ ଏହି ଝିଅ କହିପାରିବେ । ହାହା ଅଫୱାହ ଭସୀନ, ମୁଁ ତୁମକୁ ବହୁତ ମିସ କରୁଛି ।’ ସେପଟେ ଏହି ପୋଷ୍ଟରେ ଜ୍ୟାସ୍ମିନ ଜବାବ ଦେଇ ଲେଖିଛନ୍ତି, ‘ମୁଁ ଗୁଜବ କରେ ନାହିଁ ।’

ପ୍ରକାଶ ଥାଉକି ଆଲିଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ନତାଶା କ୍ରିକେଟର ହାର୍ଦ୍ଧିକ ପାଣ୍ଡିଆଙ୍କ ସହ ଅଛନ୍ତି । ନିକଟରେ ଦୁଇଜଣ ସୋସିଆଲ ମିଡିଆରେ ମାତା-ପିତା ହେବା ଖୁସ ପ୍ରକାଶ କରିଥିଲେ । ଖାଲି ଏତିକି ନୁହେଁ ଲକଡାଉନରେ ଏହି ଯୋଡି ବିବାହ ମଧ୍ୟ କରିସାରିଛନ୍ତି ବୋଲି ଚର୍ଚ୍ଚା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.