ETV Bharat / sitara

ଜ୍ୟାକି-ଅମିତାଭଙ୍କ ଥ୍ରୋବ୍ୟାକ ଫଟୋ ସେୟାର କଲେ ଜୁନିୟର ବଚ୍ଚନ

ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚାରେ ଅଭିଷେକ ବଚ୍ଚନ। ଏଥର ସେ ଏକ ପୁରୁଣା ଫଟୋ ସେୟାର କରି ଚର୍ଚ୍ଚାରେ...

author img

By

Published : May 17, 2020, 4:03 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଭିଷେକ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଭିଷେକ ବଚ୍ଚନ

ମୁମ୍ବାଇ: ଲକଡାଉନରେ ଷ୍ଟାର୍ସ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ହୋଇଯାଇଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ଜୁନିୟର ବଚ୍ଚନ ଅଭିଷେକ । ସେ ପ୍ରାୟତଃ ସୋସିଆଲ ମିଡିଆରେ ପିତା ତଥା ମହାନାୟକ ଅମିତାଭ ବଚ୍ଚନଙ୍କ ଜୀବନ ସହ ସମ୍ପୃକ୍ତ ଅନେକ ଜିନିଷ ସେୟାର କରୁଥିବାର ନଜର ଆସୁଛନ୍ତି। ଏଥର ମଧ୍ୟ ସେ ଏକ ଖାସ୍ ଫଟୋ ସେୟାର କରି ଚର୍ଚ୍ଚାରେ। ଏହାସହ ସେ ଶାନଦାର କ୍ୟାପସନ ମଧ୍ୟ ଲେଖିଛନ୍ତି।

ଇନଷ୍ଟାଗ୍ରାମରେ ଅମିତାଭଙ୍କ ସହ ଅଭିନେତା ଜ୍ୟାକି ଶ୍ରଫ ଏକ ଥ୍ରୋବ୍ୟାକ ଫଟୋ ସେୟାର କରିଛନ୍ତି। ଆଉ ଫଟୋରେ ତାଙ୍କ ପିଲାବେଳ ଦେଖିବାକୁ ମିଳୁଛି। ଯାହାର କ୍ୟାପସନରେ ସେ ଲେଖିଛନ୍ତି, ‘ଏବେ ମଧ୍ୟ ଏହି ଦୁଇଜଣଙ୍କୁ ଦେଖୁଛି।’

ଏହି ପୋଷ୍ଟଟିକୁ ସେ ଜ୍ୟାକି ଓ ଅମିତାଭଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି। ବର୍ତ୍ତମାନ ତାଙ୍କ ଏହି ଫଟୋରେ ଅନେକ ସେଲିବ୍ରିଟିଙ୍କ କମେଣ୍ଟ ଦେଖିବାକୁ ମିଳୁଛି। ଆପଣ ମଧ୍ୟ ଦେଖନ୍ତୁ ଫଟୋ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.