ETV Bharat / international

ବାସଭବନ ଛାଡି ପଳାୟନ କଲେ ଶ୍ରୀଲଙ୍କା ରାଷ୍ଟ୍ରପତି ! - ଶ୍ରୀଲଙ୍କା ରାଷ୍ଚ୍ରପତି ଗୋଟାବାୟ

ଆନ୍ଦୋଳନକାରୀଙ୍କ ବାସଭବନ ଘେରାଉରେ ଶ୍ରୀଲଙ୍କା ରାଷ୍ଟ୍ରପତି ପଳାୟନ କରିଥିବା ସୂଚନା । ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ । ଗତକାଲି ଠାରୁ ଜାରି ରହିଥିଲା ବ୍ୟାପକ ପ୍ରତିବାଦ । ଅଧିକ ପଢନ୍ତୁ

ବାସଭବନ ଛାଡି ପଳାୟନ କଲେ ଶ୍ରୀଲଙ୍କା ରାଷ୍ଟ୍ରପତି !

author img

By

Published : Jul 9, 2022, 1:30 PM IST

କଲୋମ୍ବୋ: ନିଜ ସରକାରୀ ବାସଭବନ ଛାଡି ପଳାୟନ କରିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକସେ । ଦେଶରେ ଲାଗି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଗୋଟାବାୟାଙ୍କ ସରକାରୀ ବାସଭବନ ଘେରିଥିଲେ ଆନ୍ଦୋଳନକାରୀ । ତେବେ ଏହାରି ମଧ୍ୟରେ ରାଷ୍ଟ୍ରପତି ବାସଭବନ ଛାଡି ଅନ୍ୟତ୍ର ପଳାୟନ କରିଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି ।

  • Sri Lanka President Gotabaya Rajapaksa flees as protesters surround the residence, reports AFP news Agency quoting Defence Source

    — ANI (@ANI) July 9, 2022 " class="align-text-top noRightClick twitterSection" data=" ">

ଦେଶରେ ଜାରି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ଘେରାଉ କରିଥିଲେ ଆନ୍ଦୋଳନକାରୀ । ସୁରକ୍ଷା ଦୃଷ୍ଟିରୁ ସେ ତାଙ୍କ ବାସଭବନ ଛାଡି ଅନ୍ୟତ୍ର ପଳାୟନ କରିଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ରାଷ୍ଟ୍ରପତି ଗୋଟାବାୟା ବର୍ତ୍ତମାନ କେଉଁଠି ଅଛନ୍ତି ତାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.