ETV Bharat / international

ପୁଟିନ ଜଣେ ଆକ୍ରମଣକାରୀ, ପରିଣାମ ଭୋଗିବେ: ବାଇଡେନ

ଋଷ ଓ ୟୁ୍କ୍ରେନ ଯୁଦ୍ଧକୁ ନେଇ ଦେଶବାସୀଙ୍କୁ ସମ୍ବଧୋନ କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଅଧିକ ପଢନ୍ତୁ

ପୁଟିନ ଜଣେ ଆକ୍ରମଣକାରୀ: ଆମେରିକା ରାଷ୍ଟ୍ରପତି

author img

By

Published : Mar 11, 2022, 9:38 PM IST

Updated : Mar 11, 2022, 9:51 PM IST

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ଦେଶବାସୀଙ୍କୁ ସମ୍ବଧୋନ କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏଥିସହ ଋଷ ସହ ସ୍ଥାୟୀ ବାଣିଜ୍ୟ ସମ୍ପର୍କ ସ୍ଥିତିକୁ ପ୍ରତ୍ୟାହାର କରିବ ବୋଲି ବାଇଡେନ କହିଛନ୍ତି । ଏହା ସହିତ ପୁଟିନ ଜଣେ ଆକ୍ରମଣକାରୀ ଏବଂ ତାଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ ବୋଲି ଜୋ ବାଇଡେନ କହିଛନ୍ତି ।

ସେହିପରି ଋଷକୁ କୌଣଷି ଆର୍ଥିକ ଓ ଆର୍ଥିକ କାରବାର ନ କରି ପାରିବ ଏଥିଲାଗି ଜି-୭ (G୭) ନେତା ମାନେ ରାଜି ହେବା ଦରକାର ବୋଲି ବାଇଡେନ କହିଛନ୍ତି । ଫଳରେ ଅର୍ଥ ପ୍ରଦାନ କରୁଥିବା ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ(IMF) ଓ ବିଶ୍ବ ବ୍ୟାଙ୍କ ଭଳି ଆର୍ଥିକ ସଂସ୍ଥା ଋଷକୁ କୌଣଷି ଆର୍ଥିକ ସହାୟତା ଦେଇ ପାରିବେ ନାହିଁ ।

ଏପଟେ ରାଷ୍ଟ୍ରପତି ବାଇଡେନ ଏକ ନିର୍ଦ୍ଦେଶାବଳୀରେ ଦସ୍ତଖତ କରିବାକୁ ଥିବା ବେଳେ ଋଷୀୟ ମହାସଂଘରେ ରହିଥିବା, କୌଣସି ବ୍ୟକ୍ତିଙ୍କୁ ବିଳାସପୂର୍ଣ୍ଣ ସାମଗ୍ରୀ ଦିଆଯିବ ନାହିଁ ବୋଲି କୁହାଯାଇଛି ।

@ANI

Last Updated : Mar 11, 2022, 9:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.