ETV Bharat / international

ଫ୍ରାନ୍ସରେ ଦୁଇଦିନ ହେବ କମୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା - ଫ୍ରାନ୍ସରେ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା

ଫ୍ରାନ୍ସରେ ଘଟୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ସ୍ଥିତି ନିୟନ୍ତ୍ରଣକୁ ଫେରୁଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳଯ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ଲଗାତାର ଦ୍ବିତୀୟ ଦିନରେ ଫ୍ରାନ୍ସରେ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Apr 11, 2020, 10:09 AM IST

ପ୍ୟାରିସ: ନିୟନ୍ତ୍ରଣକୁ ଫେରୁଛି କୋରୋନା ସ୍ଥିତି । ଫ୍ରାନ୍ସରେ ଫଳପ୍ରଦ ହେଉଛି ଲକ ଡାଉନ ନିୟମ । ଲଗାତାର ଦ୍ବିତୀୟ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ପାଇଛି । ସେପଟେ ଫ୍ରାନ୍ସର ଡାକ୍ତରଖାନା ଓ ଅବସରପ୍ରାପ୍ତ ଘରରେ 13 ହଜାର 197 ଜଣ କୋରୋନା ଜନିତ ମୃତ୍ୟୁବରଣ କରିଥିବା ଜଣାପଡିଛି । କିଛି ଦିନ ପୂର୍ବରୁ 987ଟି ନୂଆ କୋରୋନା ମାମଲା ସାମ୍ନାକୁ ଆସିଥିଲା ।

ଗତ 24 ଘଣ୍ଟା ମଧ୍ୟରେ ଦେଶର ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ 554 ରୋଗୀଙ୍କର ମୃତ୍ୟୁ ଘଟି ମୋଟ 8,598 ରେ ପହଞ୍ଚିଛି। ମାର୍ଚ୍ଚ 1 ଠାରୁ ନିର୍ଭରଶୀଳ ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ଆବାସ ପ୍ରତିଷ୍ଠାନରେ ମୃତ୍ୟୁ ସଂଖ୍ୟା 4,599 ରେ ପହଞ୍ଚିଥିଲା, ଯାହା 4,166 ରୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ସଙ୍ଗଠନର ସାଧାରଣ ନିର୍ଦ୍ଦେଶକ ଜେରୋମ ସଲୋମନ ।

ପ୍ୟାରିସି ଅଞ୍ଚଳରେ ଜଣେ 10 ବର୍ଷର ଶିଶୁ ମୃତ୍ୟୁ COVID-19ରେ ମୃତ୍ୟୁ ଘଟଛି । ତେବେ ଏହାର କାରଣ "ଏକାଧିକ ମନେହୁଏ" ବୋଲି ସଲୋମାନ କହିଛନ୍ତି। ଡାକ୍ତରଖାନାରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମଣ 4.25 ପ୍ରତିଶତ ବୃଦ୍ଧି ପାଇ 90,000 ରେ ପହଞ୍ଚିଛି । ଯାହା ଗୁରୁବାରର 5.3 ପ୍ରତିଶତ ଖସିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.