ETV Bharat / international

ଜୁନ 29 ଯାଏଁ ଜର୍ମାନୀରେ ସାମାଜିକ ଦୂରତା ନିୟମ ଲାଗୁ

author img

By

Published : May 27, 2020, 12:25 PM IST

ସମଗ୍ର ବିଶ୍ବରେ ହାହାକାର ଖେଳାଇଛି କୋରୋନା ଭାଇରସ । 120ରୁ ଉର୍ଦ୍ଧ୍ବ ଦେଶ ଏହି ଭାଇରସ ଦ୍ବାରା ପ୍ରଭାବିତ ହୋଇଛନ୍ତି । ଏହା ମଧ୍ୟରେ ଏହି ଭାଇରସ୍ ସଂକ୍ରମଣ ରୋକିବା ପାଇଁ ଜର୍ମାନୀ ସାମାଜିକ ଦୂରତା ପଦକ୍ଷେପକୁ ଜୁନ 29 ପର୍ଯ୍ୟନ୍ତ ବୃଦ୍ଧି କରିଛି ।

corona
ଜୁନ 29 ଯାଏଁ ଜର୍ମାନୀରେ ସାମାଜିକ ଦୂରତା ପଦକ୍ଷେପ ବୃଦ୍ଧି

ବର୍ଲିନ: ସମଗ୍ର ବିଶ୍ବରେ ହାହାକାର ଖେଳାଇଛି କୋରୋନା ଭାଇରସ । ସମଗ୍ର ବିଶ୍ବର 120ରୁ ଉର୍ଦ୍ଧ୍ବ ଦେଶ ଏହି ଭାଇରସ ଦ୍ବାରା ପ୍ରଭାବିତ ହୋଇଛନ୍ତି । ଏହା ମଧ୍ୟରେ ଏହି ଭାଇରସ୍ ସଂକ୍ରମଣ ରୋକିବା ପାଇଁ ଜର୍ମାନୀ ସାମାଜିକ ଦୂରତା ପଦକ୍ଷେପକୁ ଜୁନ 29 ପର୍ଯ୍ୟନ୍ତ ବୃଦ୍ଧି କରିଛି । କୋରୋନା ଭାଇରସ ସହ କିଭଳି ମୁକାବିଲା କରିବାକୁ ପଡିବ ସେନେଇ କେନ୍ଦ୍ର ସରକାର ଏବଂ ରାଜ୍ୟ ମିଳିତ ଭାବେ ନିଷ୍ପତ୍ତି ନେବେ ବୋଲି ସହମତ ପ୍ରକାଶ କରିଥିବା ଜର୍ମାନ କ୍ୟାବିନେଟର ଏକ ବିବୃତ୍ତିରେ ସ୍ପୁଟନିକ୍ ପ୍ରକାଶିତ ।

ଏଥିରେ କୁହାଯାଇଛି ଯେ, ଫେଡେରାଲ କୁଳପତି ବିଭାଗର ମୁଖ୍ୟ ଏବଂ ରାଜ୍ୟ କୁଳପତିଙ୍କ ନିଷ୍ପତ୍ତି କ୍ରମେ ଜୁନ 29 ଯାଏଁ ଦେଶରେ ପ୍ରତିବନ୍ଧକ ଜାରି ରହିବ।

ପ୍ରକାଶ ଥାଉକି, ବର୍ତ୍ତମାନ ସୁଦ୍ଧା ଜର୍ମାନୀରେ 1ଲକ୍ଷ 81ହଜାର କୋରୋନା ଆକ୍ରାନ୍ତ ଥିବାବେଳେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 8400 ଆକ୍ରାନ୍ତଙ୍କ କୋରୋନାରେ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.