ETV Bharat / international

'ଜାମିନ ତାରିଖ ନ ଘୁଞ୍ଚିଲେ ବହୁ ବଡ କ୍ଷତି ସହିବାକୁ ପଡିବ'

ଗତ ମଙ୍ଗଳବାର ନୱାଜ ସରିଫ୍ ସୁପ୍ରିମକୋର୍ଟରେ ଏକ ଫାଇଲ ଦାଖଲ କରି ନିଜର ଚିକିତ୍ସା ଆଧାରରେ ଜାମିନ ଆବେଦନକୁ ଦେଢ ମାସ ଘୁଞ୍ଚାଇବା ପାଇଁ ନିବେଦନ କରିଥିଲେ । ତେବେ ଯଦି ଏହାର ମଞ୍ଜୁରୀ ନ ମିଳୁଛି, ତେବେ ବହୁ ବଡ କ୍ଷତି ସହିବାକୁ ପଡିବ ବୋଲି କହିଛନ୍ତି ନୱାଜ ।

author img

By

Published : May 1, 2019, 11:33 AM IST

ଫାଇଲ ଫଟୋ

ଇସଲାମାବାଦ: ଜାମିନ ତାରିଖ ନ ଘୁଞ୍ଚିଲେ ବହୁ ବଡ କ୍ଷତି ସହିବାକୁ ପଡିବ ବୋଲି କହିଛନ୍ତି ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ । ଗତ ମଙ୍ଗଳବାର ସେ ସୁପ୍ରିମକୋର୍ଟରେ ଏକ ଫାଇଲ ଦାଖଲ କରି ନିଜର ଚିକିତ୍ସା ଆଧାରରେ ଜାମିନ ଆବେଦନକୁ ଦେଢ ମାସ ଘୁଞ୍ଚାଇବା ପାଇଁ ନିବେଦନ କରିଥିଲେ । ତେବେ ଯଦି ଏହାର ମଞ୍ଜୁରୀ ନମିଳୁଛି, ତେବେ ବହୁ ବଡ କ୍ଷତି ସହିବାକୁ ପଡିବ ବୋଲି କହିଛନ୍ତି ନୱାଜ ।

ସୂଚନା ଅନୁଯାୟୀ, ନୱାଜ ସରିଫ ଆଲ୍-ଅଜୀଜିୟା ମାମଲାରେ ସାତ ବର୍ଷ ଜେଲ ଦଣ୍ଡ କାଟୁଛନ୍ତି । ତେବେ ପାକିସ୍ତାନର ଶୀର୍ଷ ଅଦାଲତ ତାଙ୍କୁ ଦେଶ ନ ଛାଡି ଦେଶ ଭିତରେ ରହି ମେ 7 ପର୍ଯ୍ୟନ୍ତ ନିଜର ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ସରିଫଙ୍କ ଦ୍ୱାରା ନିଜ ଓକିଲ ଖ୍ୱାଜା ହାରିସ ଅହମ୍ମଦଙ୍କ ମାଧ୍ୟମରେ ଏହା ବିତର୍କ କରାଯାଇଛି ଯେ, ନୱାଜ ଇସ୍କେମିକ ହାର୍ଟ ରୋଗରେ ପୀଡିତ ଅଛନ୍ତି । ତେଣୁ ନ୍ୟାୟ ଆଧାରରେ ତାଙ୍କ ଜାମିନ ତାରିଖକୁ ଘୁଞ୍ଚାଇବା ଆବଶ୍ୟକ ରହିଛି । ଏହାଛଡା ଏହି ରିପୋର୍ଟରେ ଜାମିନ ମଞ୍ଜୁରୀ ନ ଘୁଞ୍ଚିଲେ ବହୁ ବଡ କ୍ଷତି ସହିବାକୁ ପଡିବ ବୋଲି ମଧ୍ୟ ଉଲ୍ଲେଖ ରହିଛି ।

Intro:Body:

shreemayee

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.