ETV Bharat / international

ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ସାହେବାଜ ସରିଫଙ୍କୁ ଏନଏବିର ସମନ - NAB

ପାକିସ୍ତାନର ଜାତୀୟ ଆକାଉଣ୍ଟିବିଲିଟି ବ୍ୟୁରା(ଏନଏବି) ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ସାହେବାଜ ସରିଫଙ୍କୁ ସମନ ଜାରି କରିଛି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 7, 2019, 11:52 PM IST

ଇସଲାମବାଦ: ପାକିସ୍ତାନର ଜାତୀୟ ଆକାଉଣ୍ଟିବିଲିଟି ବ୍ୟୁରା(ଏନଏବି) ପଞ୍ଜାବ(ପାକିସ୍ତାନ)ର ପୂର୍ବତନ ମୁଖ୍ୟମନ୍ତ୍ରୀ ସାହେବାଜ ସରିଫଙ୍କୁ ସମନ ଜାରି କରିଛି । ଜୁଲାଇ 12 ତାରିଖ ପୂର୍ବରୁ ତାଙ୍କୁ ଏନଏବି ନିକଟରେ ହାଜିର ହେବାକୁ କୁହାଯାଇଛି । ଲାହୋର ବର୍ଜ୍ୟ ପରିଚାଳନା ଦୁର୍ନୀତି ମାମଲାରେ ତାଙ୍କୁ ଏହି ସମନ ଜାରି କରାଯାଇଛି ।

ସାହେବାଜ ସରିଫଙ୍କ ସମେତ ପାକିସ୍ତାନ ମୁସଲିମ ଲିଗ ନୱାଜ ଲିଡରଙ୍କୁ ମଧ୍ୟ ଜବାବ ତଲବ କରିବାକୁ କୁହାଯାଇଛି ।

ସାହେବାଜ ସରିଫ 2013ରୁ 2018 ମସିହା ପର୍ଯ୍ୟନ୍ତ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ରହିଛନ୍ତି ।

Intro:Body:

te

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.