ଜେରୁଜେଲମ: ବିସ୍ଫୋରଣ ଶବ୍ଦରେ କମ୍ପିଛି ଇସ୍ରାଏଲ । ଅଶାନ୍ତ ହୋଇଉଠିଛି ରାଜଧାନୀ ଜେରୁଜେଲମ । ଇସ୍ରାଏଲ ରାଜଧାନୀ ଜେରୁଜେଲମ ନିକରେ ଶୁଭିଛି 3 ବିସ୍ଫୋରଣର ଶବ୍ଦ । ରକେଟ ଆକ୍ରମଣ ନେଇ କରାଯାଉଛି ଆଶଙ୍କା ।
ଏହାପୂର୍ବରୁ ଗାଜା ପକ୍ଷରୁ ଆଣ୍ଟିଟ୍ୟାଙ୍କ୍ ମିସାଇଲ ମାଡ କରାଯାଇଥିବା ଇସ୍ରାଏଲ ପ୍ରତିରକ୍ଷା ବିଭାଗ ଟ୍ବିଟ କରି ଦେଇଥିଲା ସୂଚନା ।