ETV Bharat / international

ପୁଣି ବାଂଲାଦେଶ ISKCON ମନ୍ଦିରରେ ଆକ୍ରମଣ, 200ରୁ ଊର୍ଦ୍ଧ୍ବ ଦୁର୍ବୃତ୍ତ ରଚିଲେ ଆତଙ୍କ - ବାଂଲାଦେଶରେ ISKCON ମନ୍ଦିର ଉପରେ ଆକ୍ରମଣ

ବାଂଲାଦେଶରେ ପୁଣି ମନ୍ଦିର ଉପରେ ଆକ୍ରମଣ। ଗତ ଗୁରୁବାର ରାତିରେ ବାଂଲାଦେଶର ରାଜଧାନୀ ଢାକାରେ ଏକ ଇସ୍କନ (ISKCON)ମନ୍ଦିର ଉପରେ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ମନ୍ଦିର ଭଙ୍ଗାରୁଜା କରିବା ସହ ଲୁଟ ହୋଇଥିବା ସୂଚନା ମିଳିଛି। ଅଧିକ ପଢନ୍ତୁ

iskcon radhakanta temple vandalised in bangladesh many people injured
ପୁଣି ବାଂଲାଦେଶରେ ISKCON ମନ୍ଦିର ଉପରେ ଉଗ୍ରବାଦୀଙ୍କ ଆକ୍ରମଣ
author img

By

Published : Mar 18, 2022, 2:14 PM IST

Updated : Mar 18, 2022, 2:41 PM IST

ନୂଆଦିଲ୍ଲୀ: ବାଂଲାଦେଶରେ ପୁଣି ମନ୍ଦିର ଉପରେ ଆକ୍ରମଣ। ଗତ ଗୁରୁବାର ରାତିରେ ବାଂଲାଦେଶ ରାଜଧାନୀ ଢାକାରେ ଏକ ଇସ୍କନ (ISKCON)ମନ୍ଦିର ଉପରେ ଦୁର୍ବୃତ୍ତ ମାନେ ଆକ୍ରମଣ କରିଥିଲେ। ମନ୍ଦିର ଭଙ୍ଗାରୁଜା କରିବା ସହ ଲୁଟ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା ଖବର ରହିଛି।

  • ISKCON Radhakanta temple in Bangladesh's Dhaka vandalised yesterday. More details awaited.

    — ANI (@ANI) March 18, 2022 " class="align-text-top noRightClick twitterSection" data=" ">

ସୂଚନାନୁସାରେ, ଗତକାଲି ପ୍ରାୟ ସନ୍ଧ୍ୟା ୭ଟା ସମୟରେ ଢାକାରେ ଥିବା ରାଧାକାନ୍ତ ଇସ୍କନ (ISKCON) ମନ୍ଦିରରେ ୨୦୦ରୁ ଅଧିକ ଦୁର୍ବୃତ୍ତ ପଶି ଭଙ୍ଗାରୁଜା କରିବା ସହ ଲୁଟ ମଧ୍ୟ କରିଥିଲେ। ଏହି ଆକ୍ରମଣରେ ଅନେକ ହିନ୍ଦୁ ଭକ୍ତ ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନା ଥାଉକି, ବାଂଲାଦେଶରେ ହିନ୍ଦୁ ମନ୍ଦିର ଉପରେ ବାରମ୍ବାର ଆକ୍ରମଣ କରାଯାଇଥିବା ସୂଚନା ରହିଛି। ଗତ ବର୍ଷ ବାଂଲାଦେଶର ନୋହାଲି ସହରର ଏକ ISKCON ମନ୍ଦିରରେ ଆକ୍ରମଣ କରାଯାଇଥିଲା। ଅକ୍ଟୋବର 16ରେ ମଧ୍ୟ ଏକ ମନ୍ଦିର ଉପରେ ଆକ୍ରମଣ କରାଯାଇଥିଲା। ଯେଉଁଥିରେ ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଅକ୍ଟୋବର 13ରେ କୁମିଲାର ଏକ ପୂଜାରେ କୋରାନକୁ ଅପମାନିତ କରାଯିବା ଅଭିଯୋଗ ପରେ ବାଂଲାଦେଶରେ ସାମ୍ପ୍ରଦାୟିକ ତିକ୍ତତା ଦେଖାଦେଇଥିଲା। ଏହି ଗୁଜବ ଦେଶର ବିଭିନ୍ନ ଜିଲ୍ଲାରେ ହିଂସା ସୃଷ୍ଟି କରିଥିଲା।

@ANI

Last Updated : Mar 18, 2022, 2:41 PM IST

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.