ETV Bharat / international

ବିଶ୍ବରେ କୋରୋନା ଅପଡେଟ୍, ଆକ୍ରାନ୍ତ ସଂଖ୍ୟା 38 ଲକ୍ଷ ପାର୍ - COVID-19 update

କୋରୋନା ମହାମାରୀ କବଳରେ ବିଶ୍ବ । ବର୍ତ୍ତମାନ ସୁଦ୍ଧା ବିଶ୍ବରେ 38 ଲକ୍ଷ 22 ହଜାର 951ଜଣ ଆକ୍ରାନ୍ତ ହୋଇଥିବା ବେଳେ 13 ଲକ୍ଷ 2 ହଜାର 995ଜଣ ଆରୋଗ୍ୟ ହୋଇଛନ୍ତି ।

Global COVID-19 tracker
କୋରୋନା ମହାମାରୀ
author img

By

Published : May 7, 2020, 11:50 AM IST

ହାଇଦ୍ରାବାଦ: କୋରୋନା ମହାମାରୀ କବଳରେ ବିଶ୍ବ । ବର୍ତ୍ତମାନ ସୁଦ୍ଧା ବିଶ୍ବରେ 38 ଲକ୍ଷ 22 ହଜାର 951ଜଣ ଆକ୍ରାନ୍ତ ହୋଇଥିବା ବେଳେ 13 ଲକ୍ଷ 2 ହଜାର 995ଜଣ ଆରୋଗ୍ୟ ହୋଇଛନ୍ତି । ଅନ୍ୟପକ୍ଷେ 2 ଲକ୍ଷ 65 ହଜାର 84ଜଣଙ୍କ ମୃତ୍ୟୁ ହେଲାଣି ।

Global COVID-19 tracker
ବିଶ୍ବରେ କୋରୋନା ଅପଡେଟ୍

ଚୀନର ଜାତୀୟ ସ୍ବାସ୍ଥ୍ୟ ପ୍ରଶାସନ ଗୁରୁବାର କେବଳ 2ଟି ନୂତନ କୋରୋନା ଭାଇରସ ମାମଲା ସାମ୍ନାକୁ ଆସିଥିବା କହିଛି । ମୋଟ 295ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ 884 ଜଣ ଆଇସୋଲେସନରେ ଅଛନ୍ତି ।

ଦକ୍ଷିଣ କୋରିଆର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର 4ଟି ନୂତନ ମାମଲା ଓ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଇଛି । ସେଠାରେ ମୋଟ 10,810 ଆକ୍ରାନ୍ତ ହୋଇଥିବା ବେଳେ 254 ଜଣଙ୍କର ମୃତ୍ୟୁ ଘଟିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.