ଢାକା: ପଡୋଶୀ ବାଂଲାଦେଶର ଚିଟ୍ଟାଗଞ୍ଜରେ ଗ୍ୟାସ ପାଇପ ଲାଇନରେ ବିସ୍ଫୋରଣ ହେବାରୁ 7 ଜଣଙ୍କ ମୃତ୍ୟୁ ଘଟିଛି । ଏ ଦୁର୍ଘଟଣାରେ 8 ଜଣ ଗୁରୁତର ହୋଇଥିବା ଜଣାପଡିଛି। ମୃତକଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏକ ପାଞ୍ଚ ମହଲା ବିଶିଷ୍ଟ ଅଟ୍ଟାଳିକାରେ ଏହି ବିସ୍ଫୋରଣ ହୋଇଛି । ଏହାଯୋଗୁଁ ପାଖରେ ଥିବା ଅନ୍ୟ ବିଲ୍ଡିଂର କାନ୍ଥ ଭୁଶୁ଼ଡି ଯାଇଛି । ପୋଲିସ ସୂଚନା ମୁତାବକ ଅତିକମରେ ଏ ଅଘଟଣ ପରେ 25 ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି।
ଗ୍ୟାସପାଇପ ଲାଇନରେ ବିସ୍ଫୋରଣ: 7 ମୃତ, 8ରୁ ଊର୍ଦ୍ଧ୍ବ ଆହତ - Gas Pipeline Exploded In Bangladesh
ବାଂଲାଦେଶର ଚିଟ୍ଟାଗଞ୍ଜରେ ଗ୍ୟାସ ପାଇପ ଲାଇନରେ ବିସ୍ଫୋରଣ ହେବାରୁ 7 ଜଣଙ୍କ ମୃତ୍ୟୁ ଘଟିଛି । ଏ ଦୁର୍ଘଟଣାରେ 8 ଜଣ ଗୁରୁତର ହୋଇଥିବା ଜଣାପଡିଛି ।
ଢାକା: ପଡୋଶୀ ବାଂଲାଦେଶର ଚିଟ୍ଟାଗଞ୍ଜରେ ଗ୍ୟାସ ପାଇପ ଲାଇନରେ ବିସ୍ଫୋରଣ ହେବାରୁ 7 ଜଣଙ୍କ ମୃତ୍ୟୁ ଘଟିଛି । ଏ ଦୁର୍ଘଟଣାରେ 8 ଜଣ ଗୁରୁତର ହୋଇଥିବା ଜଣାପଡିଛି। ମୃତକଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏକ ପାଞ୍ଚ ମହଲା ବିଶିଷ୍ଟ ଅଟ୍ଟାଳିକାରେ ଏହି ବିସ୍ଫୋରଣ ହୋଇଛି । ଏହାଯୋଗୁଁ ପାଖରେ ଥିବା ଅନ୍ୟ ବିଲ୍ଡିଂର କାନ୍ଥ ଭୁଶୁ଼ଡି ଯାଇଛି । ପୋଲିସ ସୂଚନା ମୁତାବକ ଅତିକମରେ ଏ ଅଘଟଣ ପରେ 25 ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି।
PUJA
Conclusion: