ETV Bharat / international

ଚାଇନାରେ କୋଇଲା ଖଣି ବିସ୍ପୋରଣ, 8ମୃତ

author img

By

Published : Nov 11, 2020, 11:52 AM IST

ଚାଇନାରେ କୋଇଲା ଖଣି ବିସ୍ପୋରଣରେ 8ଜଣ ମୃତ । ଅଧିକ ପଢନ୍ତୁ...

Eight dead in coal mine accident in China
ଚାଇନାରେ କୋଇଲା ଖଣି ବିସ୍ପୋରଣ,8ମୃତ

ବେଜିଂ: ଚାଇନାର ଉତ୍ତର-ପଶ୍ଚିମ ଅଞ୍ଚଳ ସାନ୍ସିର ଟଙ୍ଗଚୁଆନ୍ ସହରର କିଆଓଜିଲିଆଙ୍ଗ କୋଇଲା ଖଣିରେ ବିସ୍ପୋରଣ ହୋଇଛି। ବିସ୍ପୋରଣରେ ଆଠଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଉଦ୍ଧାରକାରୀ ଦଳ ପକ୍ଷରୁ ସୂଚନା ମିଳିଛି ।

ଦୁର୍ଘଟଣା ଘଟିବା ସମୟରେ ମୋଟ 42ଜଣ ଖଣି ମାଲିକ ଖଣିରେ କାମ କରୁଥିଲେ। ସେମାନଙ୍କ ମଧ୍ୟରୁ 34 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଅନ୍ୟ ଆଠଜଣଙ୍କର ମୃତଦେହ ବୁଧୁବାର ଉଦ୍ଧାର କରାଯାଇଛି । ଦୁର୍ଘଟଣାଟି ନଭେମ୍ବର 4ତାରିଖ ବିଳମ୍ବିତ ରାତିରେ ଘଟିଥିଲା । ଦୁର୍ଘଟଣାର କାରଣ ଜାଣିବାକୁ ବିଶେଷଜ୍ଞମାନେ ତଦନ୍ତ ଜାରି ରଖିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.