ତାଇଓ୍ବାନ: ଭୂକମ୍ପରେ ଥରିଲା ପୂର୍ବ ତାଇଓ୍ବାନର ହୁଆଲିନ ଦେଶ । ବୁଧବାର ସକାଳ 6.52 ମିନିଟ ସମୟରେ ଏହି ଭୂମିକମ୍ପ ହୋଇଛି । ଯାହାର ତିବ୍ରତା ରିକ୍ଟର ସ୍କେଲରେ 5.2 ରହିଛି । ଏନେଇ ଚୀନ ଭୂକମ୍ପ ନେଟଓ୍ବାର୍କ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ଯାହାର ଗଭୀରତା 10 କିଲୋମିଟର ରହିଥିଲା । ତେବେଏହି ଭୂମିକମ୍ପରେ କୈଣସି କ୍ଷୟକ୍ଷତି ହୋଇ ନ ଥିବା ବେଳେ ମୃତାହତ ନେଇ ସୂଚନା ମିଳିନାହିଁ ।
@ANI