ETV Bharat / international

ଫାଇଜର ଟୀକା ନେଲେ ସାଉଦି ରାଜା

author img

By

Published : Dec 26, 2020, 8:31 PM IST

ଫାଇଜର ଟୀକା ନେଲେ ସାଉଦି ରାଜା ମହମ୍ମଦ ବିନ୍ ସଲମାନ । ଦେଶରେ ନାଗରିକଙ୍କୁ ଟୀକାକରଣ ପୂର୍ବରୁ ସେ ପ୍ରଥମ ଡୋଜ ଭାବରେ ସେ ଏହି ଟୀକା ନେଇଛନ୍ତି ।

ଫାଇଜର ଟୀକା ନେଲେ ସାଉଦି ରାଜା
ଫାଇଜର ଟୀକା ନେଲେ ସାଉଦି ରାଜା

ରିଆଦ: ଫାଇଜର ଟୀକା ନେଲେ ସାଉଦି ରାଜା ମହମ୍ମଦ ବିନ୍ ସଲମାନ । ଦେଶରେ ନାଗରିକଙ୍କୁ ଟୀକାକରଣ ପୂର୍ବରୁ ସେ ପ୍ରଥମ ଡୋଜ ଭାବରେ ସେ ଏହି ଟୀକା ନେଇଛନ୍ତି । ତେବେ ଦେଶର ସ୍ବାସ୍ଥ୍ୟମନ୍ତ୍ରୀ ଡଃ ତଫିକ ଅଲ୍‌ ରବିୟା ନାଗରିକଙ୍କୁ ଟୀକା ଯୋଗାଇବା ଏବଂ ନିରନ୍ତର ସ୍ଥିତି ଅନୁଧ୍ୟାନ ନେଇ ସାଉଦି ରାଜାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଫାଇଜର ଟୀକା ନେଲେ ସାଉଦି ରାଜା

ଚଳିତମାସ ପ୍ରାରମ୍ଭରେ ଦେଶକୁ ଫାଇଜର ଓ ବାୟୋଟେକ ଦ୍ବାରା ବିକଶିତ ଟୀକା ମିଳିଥିଲା । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ 3,61,903 କୋଭିଡ ମାମଲା ଥିବାବେଳେ 352,815 ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ 6,168 ଜଣଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.