ETV Bharat / international

Nobel Prize ୨୦୨୧: ମେଡିସିନରେ ୨ ଜଣଙ୍କୁ ନୋବେଲ - ନୋବେଲ ଘୋଷଣା

ମେଡିସିନରେ ନୋବେଲ ଘୋଷଣା । ୨ ବୈଜ୍ଞାନିକ ହେବେ ପୁରସ୍କୃତ । ଅଧିକ ପଢନ୍ତୁ...

Nobel Prize ୨୦୨୧: ମେଡିସିନରେ ୨ ଜଣଙ୍କୁ ନୋବେଲ

author img

By

Published : Oct 4, 2021, 4:10 PM IST

ଷ୍ଟକହୋମ: ଚଳିତ ବର୍ଷ ବିଶ୍ବର ସର୍ବୋଚ୍ଚ ସମ୍ମାନଜନକ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଚିକିତ୍ସା କ୍ଷେତ୍ରରେ ଗବେଷଣା ଓ ଅନୁସନ୍ଧାନ ପାଇଁ ଏଥର 2 ଜଣ ବୈଜ୍ଞାନିକ ଯୁଗ୍ମ ଭାବରେ ନୋବେଲ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।

  • The seminal discoveries by this year’s #NobelPrize laureates in physiology or medicine have explained how heat, cold and touch can initiate signals in our nervous system. The identified ion channels are important for many physiological processes and disease conditions. pic.twitter.com/TxMTwSDHas

    — The Nobel Prize (@NobelPrize) October 4, 2021 " class="align-text-top noRightClick twitterSection" data=" ">

ମେଡିସିନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନେଇ ନୋବେଲ ଚୟନକାରୀ କମିଟି ଯୁଗ୍ମ ଭାବରେ ଦୁଇଜଣ ବୈଜ୍ଞାନିକଙ୍କ ନାଁ ମନୋନୀତ କରିଛନ୍ତି । ମେଡିସିନ ପାଇଁ ଘୋଷଣା ହୋଇଥିବା ୨୦୨୧ ନୋବଲ ପୁରସ୍କାର ପାଇବେ ଡେଭିଡ ଜୁଲିଅସ ଓ ଆର୍ଡେମ ପାଟାପୌଟିଆନ ।

ତାପମାତ୍ରା ଓ ସ୍ପର୍ଶ ପାଇଁ ରିସେପ୍ଚର ଆବିଷ୍କାର ନେଇ ଉଭୟ ବୈଜ୍ଞାନିକଙ୍କୁ ମିଳିବ ନୋବେଲ । ସ୍ନାୟୁତନ୍ତ୍ରରେ ଗରମ, ଥଣ୍ଡା ଓ ସ୍ପର୍ଶର ପ୍ରଭାବ ଉପରେ ଦେଇଥିଲେ ତଥ୍ୟ । ବିଭିନ୍ନ ରୋଗର ସ୍ନାୟୁର ଅବସ୍ଥା ଓ ମାଧ୍ୟମ ନେଇ ଏହି ବୈଜ୍ଞାନିକ ଦୁଇଜଣ ଗବେଷଣା କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.