ETV Bharat / international

ନାସା ବୈଜ୍ଞାନିକଙ୍କ ୱାର୍କ ଫର୍ମ ହୋମ: ଘରୁ ପରିଚାଳିତ 19 ହଜାର କୋଟିର ମାର୍ସ ରୋଭର - ନାସା ବୈଜ୍ଞାନିକ

ଯଦି ଆପଣ ଘରୁ କାମ କରିବା କଷ୍ଟକର ବୋଲି ଭାବୁଛନ୍ତି, ତେବେ ଆମେରିକାର ସ୍ପେସ୍ ଏଜେନ୍ସି ନାସାର ବୈଜ୍ଞାନିକମାନେ ଆପଣଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିବେ | ସେମାନେ ନିଜ ଘରୁ ମଙ୍ଗଳ ବିଷୟରେ ସୂଚନା ସଂଗ୍ରହ କରି 18,750 କୋଟିରୁ ଅଧିକ ମୂଲ୍ୟର 'କ୍ୟୁରିଓସିଟି ମାର୍ସ ରୋଭର' ଚଳାଉଛନ୍ତି । ଅଧିକ ପଢନ୍ତୁ...

ନାସା
ନାସା
author img

By

Published : Apr 17, 2020, 7:41 PM IST

ୱାଶିଂଟନ: କୋରୋନା ମହାମାରୀ କାଳରେ ଏବେ ଅନେକ କମ୍ପାନୀ ୱାର୍କ ଫର୍ମ ହୋମ ପନ୍ଥା ଆପଣାଇଛନ୍ତି । ଏପରିସ୍ଥଳେ ଯଦି ଆପଣ ଘରୁ କାମ କରିବା କଷ୍ଟକର ବୋଲି ଭାବୁଛନ୍ତି, ତେବେ ଆମେରିକାର ସ୍ପେସ୍ ଏଜେନ୍ସି ନାସାର ବୈଜ୍ଞାନିକମାନେ ଆପଣଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିବେ | ସେମାନେ ନିଜ ଘରୁ ମଙ୍ଗଳ ବିଷୟରେ ସୂଚନା ସଂଗ୍ରହ କରି 18,750 କୋଟିରୁ ଅଧିକ ମୂଲ୍ୟର 'କ୍ୟୁରିଓସିଟି ମାର୍ସ ରୋଭର' ଚଳାଉଛନ୍ତି ।

ୱାର୍କ ଫର୍ମ ହୋମରେ ଏହା ମାର୍ସ ରୋଭରକୁ ପରିଚାଳନା କରିବା ଦ୍ବାରା କାର୍ଯ୍ୟରେ ବାଧା ସୃଷ୍ଟି ହେଉନାହିଁ । ମଙ୍ଗଳ ଗ୍ରହ ସମ୍ବନ୍ଧୀୟ ତଥ୍ୟ ଏବଂ ଫଟୋ ସଂଗ୍ରହ କରୁଛନ୍ତି | ଅବଶ୍ୟ, ଏହି ଟିମକୁ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କାରଣ ସମସ୍ତଙ୍କୁ ଏକାସାଙ୍ଗରେ 15 ଟି ଚାଟ୍ ଚ୍ୟାନେଲ୍ ଦେଖିବାକୁ ପଡିବା ଆବଶ୍ୟକ ରହିଛଇ | ତଥାପି ନିଜ ଏବଂ ପରିବାରର ସୁରକ୍ଷା ପାଇଁ ବୈଜ୍ଞାନିକମାନେ ୱାର୍କ ଫର୍ମ ହୋମକୁ ସୁଚାରୁରୂପେ ସମ୍ପାଦନା କରୁଛନ୍ତି ।

ଜବ ପୋର୍ଟାଲ ମନଷ୍ଟର ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ୱାର୍କ ଫର୍ମ ହୋମ ସନ୍ଧାନରେ ଥିବା ଲୋକଙ୍କ ସଂଖ୍ୟା 60% ବୃଦ୍ଧି ପାଇଛି । ଏଥି ସହିତ, ଗୁଗୁଲ୍ ଟ୍ରେଣ୍ଡସ୍ ଅନୁଯାୟୀ ଲକଡାଉନ୍ ସମୟରେ ୱାର୍କ ଫର୍ମ ସର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି | ଜାନୁଆରୀ ତୁଳନାରେ ମାର୍ଚ୍ଚରେ ଏହା 82% ସର୍ଚ୍ଚ କରାଯାଇଥିଲା | ଗବେଷଣା ସଂସ୍ଥା ଗାର୍ଟନନର ଅନୁଯାୟୀ, 2030 ସୁଦ୍ଧା ବିଶ୍ବରେ ୱାର୍କ ଫର୍ମ ହୋମ 30% ବୃଦ୍ଧି ପାଇବ, କାରଣ ଜେନେରେସନ୍-Z ଅନେକ କାର୍ଯ୍ୟକ୍ଷେତ୍ରରେ ପ୍ରବେଶ କରିବେ । ଯେଉଁମାନେ ୱାର୍କ ଫର୍ମ ହୋମକୁ ଅତ୍ୟଧିକ ଫୋକସରେ ରଖିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.