ETV Bharat / international

ବିଶ୍ବରେ ସଂକ୍ରମଣ ମାମଲା 2 କୋଟି ପାର, ମୃତ୍ୟୁହାର 734,664 - ବିଶ୍ବରେ କୋରୋନାଭାଇରସ୍ ମାମଲା

ବିଶ୍ବରେ କୋରୋନା ଭାଇରସ୍ ମାମଲା ମଙ୍ଗଳବାର ସକାଳେ 2 କୋଟି ମାର୍କ ଅତିକ୍ରମ କରିଛି। ବର୍ତ୍ତମାନ ସମୁଦାୟ ମୃତ୍ୟୁ ସଂଖ୍ୟା 7,34,000 କୁ ବୃଦ୍ଧି ପାଇଛି।

ବିଶ୍ବରେ ସଂକ୍ରମଣ ମାମଲା 2 କୋଟି ପାର, ମୃତ୍ୟୁହାର 734,664

author img

By

Published : Aug 11, 2020, 9:48 AM IST

ନୂଆଦିଲ୍ଲୀ: ବିଶ୍ବରେ କୋରୋନା ଭାଇରସ୍ ମାମଲା ମଙ୍ଗଳବାର ସକାଳେ 2 କୋଟି ମାର୍କ ଅତିକ୍ରମ କରିଛି। ବର୍ତ୍ତମାନ ସମୁଦାୟ ମୃତ୍ୟୁ ସଂଖ୍ୟା 734,000 କୁ ବୃଦ୍ଧି ପାଇଛି। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଦ୍ବାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ସାରା ବିଶ୍ବରେ କୋରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା 20,011,186 ରେ ପହଞ୍ଚିଛି ଏବଂ ମୃତ୍ୟୁହାର 734,664 ରେ ପହଞ୍ଚିଛି।

ବିଶ୍ୱରେ ସର୍ବାଧିକ ସଂକ୍ରମଣ ଏବଂ ସାଂଘାତିକ ଅବସ୍ଥାରେ ଆମେରିକା ରହିଛି । ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ସିଏସଏସଇ ) ଅନୁଯାୟୀ ଆମେରିକାରେ କୋରୋନାଭାଇରସ ରୋଗୀଙ୍କ ସଂଖ୍ୟା 5,089,416 ରେ ପହଞ୍ଚିଛି ଏବଂ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ 163,425 ରହିଛି। 3,057,470 ସଂକ୍ରମଣ ଏବଂ 101,752 ମୃତ୍ୟୁ ସହିତ କୋରୋନାଭାଇରସ୍ ମାମଲାରେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ଅଛି।

ମାମଲା ଦୃଷ୍ଟିରୁ ଭାରତ ତୃତୀୟ ସ୍ଥାନରେ ରହିଛି (2,215,074), ଏବଂ ପରେ ରଷ (890,799), ଦକ୍ଷିଣ ଆଫ୍ରିକା (563,598), ମେକ୍ସିକୋ (485,836), ପେରୁ (478,024), କଲମ୍ବିଆ (387,481), ଚିଲି (375,044), ଇରାନ (328,844) ରହିଛି।

ସେହିପରି ସ୍ପେନ୍ (322,980), ବ୍ରିଟେନ (313,392), ସାଉଦି ଆରବ (289,947), ପାକିସ୍ଥାନ (284,660), ବାଂଲାଦେଶ (260,507), ଆର୍ଜେଣ୍ଟିନା (253,868), ଇଟାଲୀ (250,825), ତୁର୍କୀ (241,997), ଫ୍ରାନ୍ସ (239,306), ଜର୍ମାନୀ (218,508), ଇରାକ (153,599), ଫିଲିପାଇନ୍ସ (136,638), ଇଣ୍ଡୋନେସିଆ (127,083), କାନାଡା (122,053) ଏବଂ କାତାର (113,262), ସିଏସଏସଇ ଆକଳନରୁ ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.