ETV Bharat / international

ଚୀନ ଆପ୍‌ ଷ୍ଟୋରରେ ପକେଟ କାଷ୍ଟ ହଟାଇଲା ଆପଲ - ଚୀନ ଆପ୍‌ ଷ୍ଟୋର

ଚୀନ ଆପ୍‌ଷ୍ଟୋରରୁ ପୋଡକାଷ୍ଟ ଆପ୍‌କୁ ହଟାଇଛି ଆପଲ । ଉଭୟ ଆଇଓଏସ ଓ ଆଣ୍ଡ୍ରେଏଡ କ୍ଲାଏଣ୍ଟଙ୍କ ପାଇଁ ପୋଡକାଷ୍ଟ ଆପ୍‌ ପକେଟ କାଷ୍ଟକୁ ଆପ୍‌ ଷ୍ଟୋରରୁ ହଟାଇଛି କମ୍ପାନୀ ।

podcast app pocket cast, pocket cast, china app store, podcast app removed from china app store, ପୋଡକାଷ୍ଟ ଆପ୍‌ ପକେଟ କାଷ୍ଟ, ଚୀନ ଆପ୍‌ ଷ୍ଟୋର, ଚୀନ ଆପ୍‌ ଷ୍ଟୋରରୁ ହଟିଲା ପୋଡକାଷ୍ଟ ଆପ୍‌
ଚୀନ ଆପ୍‌ ଷ୍ଟୋରରେ ପକେଟ କାଷ୍ଟ ହଟାଇଲା ଆପଲ
author img

By

Published : Jun 12, 2020, 6:47 AM IST

ୱାଶିଂଟନ: ଚୀନ ଆପ୍‌ଷ୍ଟୋରରୁ ପୋଡକାଷ୍ଟ ଆପ୍‌କୁ ହଟାଇଛି ଆପଲ । ଉଭୟ ଆଇଓଏସ ଓ ଆଣ୍ଡ୍ରେଏଡ କ୍ଲାଏଣ୍ଟଙ୍କ ପାଇଁ ପୋଡକାଷ୍ଟ ଆପ୍‌ ପକେଟ କାଷ୍ଟକୁ ଆପ୍‌ ଷ୍ଟୋରରୁ ହଟାଇଛି କମ୍ପାନୀ । ସରକାରୀ ଚାପ ଯୋଗୁଁ କମ୍ପାନୀ ଏହି ନିଷ୍ପତ୍ତି ନେଇଥିବା ସ୍ପଷ୍ଟ କରିଛି ।

ଚୀନର ସାଇବର ସ୍ପେସ ପ୍ରଶାସନର ସୂଚନା ମୁତାବକ ଏହି ଆପ୍‌ର ବ୍ୟବହାରରେ ଦେଶରେ ବେଆଇନ ଘୋଷିତ ହୋଇଥିବା ଅନେକ ତଥ୍ୟକୁ ଆକ୍ସେସ କରିହେବ । ତେଣୁ ଏହି ଆପ୍‌କୁ ଆପ୍‌ ଷ୍ଟୋରରୁ ତୁରନ୍ତ ହଟାଇବା ପାଇଁ କମ୍ପାନୀକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ତେବେ ଚଳିତ ମାସ ଚୀନ ଆପ୍‌ ଷ୍ଟୋରରୁ ହଟିଥିବା ଏହେଉଛି ଦ୍ବିତୀୟ ବୃହତ୍ତମ ପୋଡକାଷ୍ଟ ଆପ୍‌ ।

ସେପଟେ ଏନେଇ ପୋଡକାଷ୍ଟ ଆପ୍‌ ପକେଟ କାଷ୍ଟର ଅଧିକାରୀଙ୍କ ସୂଚନା ମୁତାବକ ପୋଡକାଷ୍ଟ ଏକ ଖୋଲା ମାଧ୍ୟମ ବୋଲି କମ୍ପାନୀ ବିଶ୍ବାସ କରେ । ତେବେ ସରକାରଙ୍କ ଦାବି ମୁତାବକ କମ୍ପାନୀ ସେପରି କୌଣସି କାର୍ଯ୍ୟକଳାପ ଆଜି ଯାଏଁ ଲକ୍ଷ୍ୟ କରିନାହିଁ । କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତିକୁ କମ୍ପାନୀ ସମ୍ମାନ ଜଣାଉଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.