ହାଇଦ୍ରାବାଦ: ବିକି କୌଶଲଙ୍କ ଫିଲ୍ମ 'ସାମ୍ ବାହାଦୂର' ଆଜି ରିଲିଜ ହୋଇଛି । ଏହି ଫିଲ୍ମ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଆନିମଲ' ସହ ଏକାସାଙ୍ଗେ ରିଲିଜ ହୋଇଛି । ତେବେ 'ଆନିମଲ' ଜବରଦସ୍ତ ପ୍ରତିକ୍ରିୟା ପାଇଥିବାବେଳେ 'ସାମ ବାହାଦୂର'କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି । 'ସାମ ବାହାଦୂର'ରେ ବିକି କୌଶଲଙ୍କ ଅଭିନୟ ଦର୍ଶକଙ୍କ ହୃଦୟକୁ ଛୁଇଁଛି । ବର୍ତ୍ତମାନ ଲୋକମାନେ ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ପ୍ରତିକ୍ରିୟା ସେୟାର କରିଛନ୍ତି ।
-
#VickyKaushal & #MeghnaGulzar much awaited #SamBahadur is a TERRIFIC FILM 🔥🔥🔥#SamBahadur #SamBahadurReview pic.twitter.com/DOESSQ6Vxi
— Vishal Kumar🇮🇳 (@VishalK00003784) December 1, 2023 " class="align-text-top noRightClick twitterSection" data="
">#VickyKaushal & #MeghnaGulzar much awaited #SamBahadur is a TERRIFIC FILM 🔥🔥🔥#SamBahadur #SamBahadurReview pic.twitter.com/DOESSQ6Vxi
— Vishal Kumar🇮🇳 (@VishalK00003784) December 1, 2023#VickyKaushal & #MeghnaGulzar much awaited #SamBahadur is a TERRIFIC FILM 🔥🔥🔥#SamBahadur #SamBahadurReview pic.twitter.com/DOESSQ6Vxi
— Vishal Kumar🇮🇳 (@VishalK00003784) December 1, 2023
ମେଘନା ଗୁଲଜାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ସକାରାତ୍ମକ ପ୍ରତିକ୍ରିୟା ପାଇବାରେ ଲାଗିଛି । ଲୋକମାନେ ସୋସିଆଲ ମିଡିଆ ଏକ୍ସରେ ଫିଲ୍ମର ପ୍ରଶଂସା କରୁଛନ୍ତି ଏବଂ ଏହାକୁ ଏକ ବ୍ଲକବଷ୍ଟର ବୋଲି ମଧ୍ୟ କହିଛନ୍ତି । ସେହିପରି ଅନେକ ଫିଲ୍ମ ଟ୍ରେଡ ଆନାଲିଷ୍ଟ ଏବଂ ସମୀକ୍ଷକ ଫିଲ୍ମ ସାମ ବାହାଦୂରଙ୍କୁ ଦେଖି ଫିଲ୍ମକୁ ଉତ୍କୃଷ୍ଟ ବୋଲି ବର୍ଣ୍ଣନା କରିଛନ୍ତି । ସମସ୍ତେ ସାମ ବାହାଦୂରକୁ ବିକି କୌଶଲଙ୍କ ମାଷ୍ଟରପିସ୍ ଫିଲ୍ମ ବୋଲି କହିଛନ୍ତି । ବିକିଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା କରିଛନ୍ତି ।
-
I am always ready, sweetie:
— Kungfu Pande 🇮🇳 (Parody) (@pb3060) December 1, 2023 " class="align-text-top noRightClick twitterSection" data="
- Field Marshal Sam Manekshaw
What a performance by #VickyKaushal as Sam Bahadur
Story based on War, glory, pride and sacrifice
Watch #SamBahadur in theatres now.
5/5 ⭐⭐⭐⭐⭐#SamBahadurReview pic.twitter.com/85O9zZMOQ2
">I am always ready, sweetie:
— Kungfu Pande 🇮🇳 (Parody) (@pb3060) December 1, 2023
- Field Marshal Sam Manekshaw
What a performance by #VickyKaushal as Sam Bahadur
Story based on War, glory, pride and sacrifice
Watch #SamBahadur in theatres now.
5/5 ⭐⭐⭐⭐⭐#SamBahadurReview pic.twitter.com/85O9zZMOQ2I am always ready, sweetie:
— Kungfu Pande 🇮🇳 (Parody) (@pb3060) December 1, 2023
- Field Marshal Sam Manekshaw
What a performance by #VickyKaushal as Sam Bahadur
Story based on War, glory, pride and sacrifice
Watch #SamBahadur in theatres now.
5/5 ⭐⭐⭐⭐⭐#SamBahadurReview pic.twitter.com/85O9zZMOQ2
ଜଣେ ୟୁଜର୍ସ ଲେଖିଛନ୍ତି, ବହୁତ ଭଲ ! ବିକି କୌଶଲ, ଏହା ଏକ ବଡ ବ୍ଲକବଷ୍ଟର ହେବାକୁ ଯାଉଛି । ସାମ ବାହାଦୂରର ପ୍ରଶଂସା କରି ଅନ୍ୟ ଜଣେ ଲେଖିଛନ୍ତି, ବିକି କୌଶଲ ସାମ ବାହାଦୂର ସହ ଆୱାର୍ଡ ଜିତିବା ଭଳି ପ୍ରଦର୍ଶନ କରିଛନ୍ତି । ଆଉ ଜଣେ ବିକିଙ୍କ ପ୍ରଶଂସାରେ ଲେଖିଛନ୍ତି, ମୁଁ ବେଳେବେଳେ ଅନୁଭବ କରେ ବିକିଙ୍କ ଚରିତ୍ର ପ୍ରାୟତଃ ପରିବର୍ତ୍ତନ ହୁଏ ଏବଂ ସେ ସବୁଥିରେ ନିଖୁଣ ଭାବେ ଅଭିନୟ କରିଥାନ୍ତି । ସେ ଶ୍ରେଷ୍ଠ ଅଭିନେତାମାନଙ୍କ ମଧ୍ୟରୁ ଜଣେ । ସାମ ବାହାଦୂର ଦମଦାର ।
-
#SamBahadur it is🫡#firstdayfirstshow 😍 pic.twitter.com/a4PQJU0gdE
— D_Oldmonk (@craving_demon) December 1, 2023 " class="align-text-top noRightClick twitterSection" data="
">#SamBahadur it is🫡#firstdayfirstshow 😍 pic.twitter.com/a4PQJU0gdE
— D_Oldmonk (@craving_demon) December 1, 2023#SamBahadur it is🫡#firstdayfirstshow 😍 pic.twitter.com/a4PQJU0gdE
— D_Oldmonk (@craving_demon) December 1, 2023
ସେପଟେ ରିଲିଜ୍ ପୂର୍ବରୁ ନିର୍ମାତାମାନେ ମୁମ୍ବାଇରେ ଫିଲ୍ମର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରିଥିଲେ । ଏଥିରେ କ୍ୟାଟ୍ରିନା କୈଫ ଏବଂ ବିକିଙ୍କ ପରିବାର ଲୋକେ ସାମିଲ ହୋଇଥିଲେ । ଅନେକ ବି-ଟାଉନ ତାରକା ମଧ୍ୟ ଯୋଗ ଦେଇଥିଲେ । କ୍ୟାଟ୍ରିନା ଫିଲ୍ମକୁ ନେଇ ପ୍ରଶଂସା କରିଥିବା ବେଳେ ସାରା ଅଲ୍ଲୀ ଖାନ ମଧ୍ୟ ଟିମକୁ ପ୍ରଶଂସା କରି ଏକ ଲମ୍ବା ନୋଟ୍ ଲେଖିଥିଲେ । ସେହିପରି ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ବି ସାମ ବାହାଦୂର ଚରିତ୍ରରେ ବିକି କୌଶଲଙ୍କ ଉଲ୍ଲେଖନୀୟ ଅଭିନୟକୁ ପ୍ରଶଂସା କରିଥିଲେ । ଅଭିଷେକ ବଚ୍ଚନ ଏବଂ ସିଦ୍ଧାର୍ଥ ମଲହୋତ୍ରା ଫିଲ୍ମର ପ୍ରଶଂସା ସହ ଶୁଭକାମନା ଜଣାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ବିକି କୌଶଲଙ୍କ 'ସାମ ବାହାଦୂର' ରିଲିଜ୍, ପ୍ରଥମ ରିଭ୍ୟୁ ସେୟାର କଲେ ପତ୍ନୀ କ୍ୟାଟ୍ରିନା
ସାମ ବାହାଦୂର'ର କାହାଣୀ ବିଷୟରେ କହିବାକୁ ଗଲେ, ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ତଥା ସୈନ୍ୟ ପରାକ୍ରମୀ ସାମ୍ ମାନିକଶାହଙ୍କ ଜୀବନ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ବିକି ସାମ ମାନିକଶାହଙ୍କ ଭୂମିକାରେ ଅଭିନୟ କରିଥିବାବେଳେ ଫାତିମା ସାନା ଶେଖଙ୍କୁ ଇନ୍ଦିରା ଗାନ୍ଧୀ ଏବଂ ସାନ୍ୟା ମଲହୋତ୍ରାଙ୍କୁ ସାମ ମାନିକଶାହଙ୍କ ପତ୍ନୀ ସିଲୁଙ୍କ ଭୂମିକାରେ ଦେଖିବାକୁ ମିଳିଛି । ମେଘନା ଗୁଲଜାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁ'ଭାଲାଙ୍କ ଦ୍ୱାରା ନିର୍ମିତ ହୋଇଛି ।