ETV Bharat / entertainment

Day 12: 400କୋଟି କ୍ଲବରେ Gadar 2, ଏତିକି କଲେକ୍ସନ କଲା Omg 2

author img

By ETV Bharat Odisha Team

Published : Aug 22, 2023, 10:10 PM IST

ପ୍ରତିଦ୍ବନ୍ଦ୍ବିତା ମଧ୍ୟରେ ଗଦର 2 ଏବଂ ଓଏମଜି 2 ଭଲ ପ୍ରଦର୍ଶନ କରୁଛି। ଗଦର 2 ବର୍ତ୍ତମାନ 12ଦିନରେ 400କୋଟି କ୍ଲବରେ ସାମିଲ ହୋଇ ରେକର୍ଡ ସୃଷ୍ଟି କରିଛି। ସେହିପରି ଓଏମଜି 2 117କୋଟିରୁ ଅଦିକ ଆୟ କରିଛି। ଅଧିକ ପଢନ୍ତୁ,

400କୋଟି କ୍ଲବରେ ସାମିଲ ହେଲା ଗଦର 2, ଏତିକି କଲେକ୍ସନ କଲା ଓଏମଜି 2

ହାଇଦ୍ରାବାଦ: ବର୍ତ୍ତମାନ ସନ୍ନି ଦେଓଲଙ୍କ ଫିଲ୍ମ ଗଦର ୨ ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ଓଏମଜି 2 ଭାରତୀୟ ବକ୍ସ ଅଫିସରେ ଧମାକା କରୁଛନ୍ତି। ରୋଜଗାର ଦୃଷ୍ଟିରୁ ଗଦର 2 ଫିଲ୍ମ ଓଏମଜି 2 କୁ ପଛରେ ପକାଇଛି। ତଥାପି OMG 2 100 କୋଟି କ୍ଲବରେ ପ୍ରବେଶ କରିଛି। ବର୍ତ୍ତମାନ ଉଭୟ ଚଳଚ୍ଚିତ୍ରର ଦ୍ୱାଦଶ ଦିନର ବକ୍ସ ଅଫିସ୍ ଆକଳନ ସାମ୍ନାକୁ ଆସିଚି। ଗଦର 2 12 ଦିନ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ 400 କୋଟି କ୍ଲବରେ ସାମିଲ ହୋଇଥିବା ବେଳେ OMG 2 ମଧ୍ୟ ଦ୍ୱାଦଶ ଦିନରେ ଏକ ଭଲ ସଂଗ୍ରହ କରିଛି।

ଗଦର 2 ଏକାଦଶ ଦିନରେ 13.50 କୋଟି ଟଙ୍କା ସଂଗ୍ରହ କରିଥିଲା ​​। ରୋଜଗାରର ମୋଟ 388 କୋଟି ଟଙ୍କା ସଂଗ୍ରହ କରିଥିଲା। ବର୍ତ୍ତମାନ ଦ୍ୱାଦଶ ଦିନରେ 400 କୋଟି କ୍ଲବରେ ପ୍ରବେଶ କରିଛି। ଏହି ଚଳଚ୍ଚିତ୍ରଟି ଦ୍ୱାଦଶ ଦିନରେ 11 କୋଟି (ଆନୁମାନିକ) ସଂଗ୍ରହ କରିଛି, ଫିଲ୍ମର ମୋଟ ସଂଗ୍ରହ 399.60କୁ ବୃଦ୍ଧି ପାଇଛି। ଯେଉଁଥିପାଇଁ ଗଦର 2 400 କୋଟି ମାର୍କ ଛୁଇଁଥିବା କୁହାଯାଉଛି।

ଗଦର 2: ବକ୍ସ ଅଫିସ କଲେକ୍ସନ

ପ୍ରଥମ ଦିନ: 40.10 କୋଟି

2ୟ ଦିନ: 45 କୋଟି

3ୟ ଦିନ: 52 କୋଟି

4ର୍ଥ ଦିନ: 38 କୋଟି

5ମ ଦିନ: 55 କୋଟି

6ଷ୍ଠ ଦିନ: 34 କୋଟି

7ମ ଦିନ: 22 କୋଟି

8ମ ଦିନ: 19.5 କୋଟି

9ମ ଦିନ: 20.25କୋଟି

10ମ ଦିନ: 40କୋଟି

11ତମ ଦିନ: 13.50 କୋଟି

12ତମ ଦିନ: 11 କୋଟି

ସେହିପରି ଅକ୍ଷୟ କୁମାରଙ୍କ ଫିଲ୍ମ ଓଏମଜି 2 ଗଦର 2 ସହ ପ୍ରତିଦ୍ବନ୍ଦ୍ବିତା ମଧ୍ୟରେ ଭଲ ପ୍ରଦର୍ଶନ କରୁଛି। ଯୌନ ଶିକ୍ଷା ଉପରେ ଆଧାରିତ ଏହି ଫିଲ୍ମ 10ମ ଦିନ ମଧ୍ୟରେ ଫିଲ୍ମ 100କୋଟି କ୍ଲବରେ ସାମିଲ ହୋଇଥିଲା। ତେବେ ବର୍ତ୍ତମାନ 12ତମ ଦିନରେ ଫିଲ୍ମ ଭଲ ଆୟ କରିଛି। ଫିଲ୍ମ 11 କୋଟି ଆୟ କରିଛି ମୋଟ ସଂଗ୍ରହ 117 କୋଟିକୁ ବୃଦ୍ଧି ପାଇଛି।

ଓଏମଜି 2: ବକ୍ସ ଅଫିସ କଲେକ୍ସନ

ପ୍ରଥମ ଦିନ: 10.26 କୋଟି

2ୟ ଦିନ: 15.30 କୋଟି

3ୟ ଦିନ: 17.55 କୋଟି

4ର୍ଥ ଦିନ: 12.06 କୋଟି

5ମ ଦିନ: 19କୋଟି

6ଷ୍ଠ ଦିନ: 7 କୋଟି

7ମ ଦିନ: 5.25 କୋଟି

8ମ ଦିନ: 5.6 କୋଟି

9ମ ଦିନ: 9 କୋଟି

10ମ ଦିନ: 13 କୋଟି

11ତମ ଦିନ: 4 କୋଟି

12ତମ ଦିନ: 11 କୋଟି

ଏହା ମଧ୍ୟ ପଢନ୍ତୁ: ବଙ୍ଗଳା ନିଲାମ ପ୍ରସଙ୍ଗ: ଏହା ମୋର ବ୍ୟକ୍ତିଗତ ମାମଲା, କୌଣସି ମନ୍ତବ୍ୟ ଦେବାକୁ ଚାହେଁନି କହିଲେ ସନ୍ନି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.