ETV Bharat / crime

ବିଜୟଓ୍ୱାଡାରେ ଲଜ୍ଜା, ମହିଳାଙ୍କୁ ତିନିଦିନ ଧରି ଗଣଦୁଷ୍କର୍ମ ! - ବିଜୟଓ୍ବାଡାରେ ମହିଳାଙ୍କୁ ତିନିଦିନ ଧରି ଗଣଦୁଷ୍କର୍ମ

ବିଜୟଓ୍ବାଡାରେ ମହିଳାଙ୍କୁ ତିନିଦିନ ଧରି ଗଣଦୁଷ୍କର୍ମ କଲେ ୪ ବ୍ୟକ୍ତି । ବଳତ୍କାରୀଙ୍କୁ ଖୋଜୁଛି ପୋଲିସ । ଅଧିକ ପଢନ୍ତୁ

woman was gang raped in Vijayawada
woman was gang raped in Vijayawada
author img

By

Published : Dec 20, 2022, 10:17 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଲଜ୍ଜାଜନକ ଘଟଣା । ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ । ୩ଦିନ ଧରି ଗଣଦୁଷ୍କର୍ମ କଲେ ୪ ବ୍ୟକ୍ତି । ବିଜୟଓ୍ବାଡାରେ ମହିଳାଙ୍କୁ ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡିଛି । ମହିଳା ଜଣଙ୍କୁ ଗୁରୁତୁର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ମହିଳା ଜଣଙ୍କ ସହରର ବେଞ୍ଜ ସର୍କଲରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ଗତ ୧୭ ତାରିଖ ଦିନ ଜଣେ ବ୍ୟକ୍ତି ମହିଳାଙ୍କ କାନୁରୁର ସନାତନଗରର ଏକ ଘରକୁ ନେଇଯାଇଥିଲେ। ସେଠାରେ ସେ ଅନ୍ୟ ତିନି ସାଙ୍ଗଙ୍କ ସହ ମଦ୍ୟପାନ କରି ତାଙ୍କୁ ତିନି ଦିନ ଧରି ମହିଳାଙ୍କୁ ଗଣ ଦୁଷ୍କର୍ମ କରିଥିଲେ । ସୋମବାର ମହିଳାଙ୍କୁ ଉକ୍ତ ସ୍ଥାନରେ ଗୁରୁତର ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରି ସହରର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହାପରେ ମହିଳା ଜଣଙ୍କ ଗଣଦୁଷ୍କର୍ମର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଥିଲା ।

ଏହା ମଧ୍ୟ ପଢନ୍ତୁ-ବିଜେପି ଚାହୁଁନି ଗରିବ ପିଲାମାନେ ଇଂରାଜୀ ଶିଖନ୍ତୁ: ରାହୁଲ ଗାନ୍ଧୀ

ଏନେଇ ଖବର ପାଇଁ ପୋଲିସ ହସ୍ପିଟାଲରେ ପହଞ୍ଚି ପୀଡିତାଙ୍କୁ ପଚରାଉଚରା କରିଥିଲା । ଏହାପରେ ସେହିଦିନ ରାତିରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇନି ପୋଲିସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.