ETV Bharat / city

ଠିକାଦାର କଲୋନୀରୁ ଯୁବକଙ୍କ ମୃତଦେହ ଠାବ, ଆତ୍ମହତ୍ୟା ନେଇ ପୋଲିସର ସନ୍ଦେହ

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

author img

By

Published : Jun 20, 2021, 9:44 PM IST

ଠିକାଦାର କଲୋନୀରୁ ଯୁବକଙ୍କ ମୃତଦେହ ଠାବ, ଆତ୍ମହତ୍ୟା ନେଇ ପୋଲିସର ସନ୍ଦେହ
ଠିକାଦାର କଲୋନୀରୁ ଯୁବକଙ୍କ ମୃତଦେହ ଠାବ, ଆତ୍ମହତ୍ୟା ନେଇ ପୋଲିସର ସନ୍ଦେହ

ସମ୍ବଲପୁର: ବୁର୍ଲା ସହର ଠିକାଦାର କଲୋନୀରେ ଥିବା ଏକ ଘର ଭିତରୁ ଜଣେ ଯୁବକର ମୃତଦେହ ଉଦ୍ଧାର । ଘଟଣାସ୍ଥଳରେ ବୁର୍ଲା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯୁବକ ଜଣକ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତ ପରେ ସନ୍ଦେହ କରାଯାଉଛି । ମୃତ ଯୁବକ ଜଣକ ହେଲେ ଇସ୍ରାଏଲ ଅଲ୍ଲୀ । ଇସ୍ରାଏଲ ବିବାହିତ ହୋଇଥିବାବେଳେ ତାଙ୍କର ସ୍ତ୍ରୀ ଓ ଦୁଇଟି ଛୁଆ ଅଛନ୍ତି ।

ତେବେ ଇସ୍ରାଏଲଙ୍କ ମୃତ୍ୟୁର ସଠିକ କାରଣ ମୃତଦେହ ବ୍ୟବଚ୍ଛେଦ ପରେ ଜଣାପଡିବ ବାେଲି ପୋଲିସ ସୂତ୍ରରୁ ପ୍ରକାଶ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.