ETV Bharat / city

ଖୋଲିଲା ହୀରାକୁଦର 28ଟି ଗେଟ୍ - ହୀରାକୁଦରେ ଖୋଲିଲା ଆଉ 6 ଗେଟ

ଖୋଲିଲା ହୀରାକୁଦ ଜଳଭଣ୍ଡାରର 28ଟି ସ୍ଲୁଇସ ଗେଟ୍ । ଦୀର୍ଘଦିନ ହେବ ହୀରାକୁଦ ଡ୍ୟାମର ସମସ୍ତ ଗେଟ୍ ବନ୍ଦ ରହିଥିଲା । ଅଧିକ ପଢନ୍ତୁ...

ହୀରାକୁଦରେ ଖୋଲିଲା ଆଉ 6 ଗେଟ, ମୋଟ 12ଟି ଗେଟ ଜରିଆରେ ବନ୍ୟାଜଳ ନିଷ୍କାସନ

author img

By

Published : Sep 15, 2021, 11:11 AM IST

Updated : Sep 16, 2021, 11:06 AM IST

ସମ୍ବଲପୁର: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ 8ଟି ଗେଟ୍ । ମୋଟ 28ଟି ସ୍ଲୁଇସ ଗେଟ୍ ହେଉଛି ଜଳ ନିଷ୍କାସନ । ଦୀର୍ଘଦିନ ହେବ ହୀରାକୁଦ ଡ୍ୟାମର ସମସ୍ତ ଗେଟ ବନ୍ଦ ରହିଥିଲା । ମଙ୍ଗଳବାର ୬ଟି ଗେଟ ଖୋଲିଥିବାବେଳେ ବୁଧବାର ମୋଟ 28ଟି ଗେଟ ଖୋଲିଛି ବୋଲି ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ହୀରାକୁଦ ଜଳଭଣ୍ତାରର ସର୍ବୋଚ୍ଚ ଜଳ ଧାରଣା କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ବର୍ତ୍ତମାନ ଏହାର ଜଳସ୍ତର ରହିଛି 628.23 ଫୁଟ । ଏହି ସମୟ ମଧ୍ୟରେ ଜଳ ଭଣ୍ତାରକୁ ଉପର ମୁଣ୍ତରୁ ସେକେଣ୍ତ ପ୍ରତି 2 ଲକ୍ଷ 58 ହଜାର 590 କ୍ୟୁସେକ ଜଳ ପ୍ରବେଶ କରୁଛି । ବର୍ତ୍ତମାନ ଜଳ ଭଣ୍ତାରରୁ ସେକେଣ୍ତ ପ୍ରତି 2 ଲକ୍ଷ 25 ହଜାର 557 କ୍ୟୁସେକ ଜଳ ସ୍ଥଳ ମୁଣ୍ତକୁ ନିଷ୍କାସନ ହେଉଥିବା ସୂଚନା ମିଳିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Sep 16, 2021, 11:06 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.