ETV Bharat / city

ଲକ୍ଷ୍ମୀନାଥ ବେଜବରୁଆଙ୍କ ଶିଶୁଗଳ୍ପ ସଙ୍କଳନର ଓଡ଼ିଆ ଅନୁବାଦିତ ଲୋକାର୍ପିତ - ଲେଖକ ଲକ୍ଷ୍ମୀନାଥ ବେଜବରୁଆ

ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟରେ ଆସାମର ପ୍ରସିଦ୍ଧ ଲେଖକ ଲକ୍ଷ୍ମୀନାଥ ବେଜବରୁଆଙ୍କ ଲିଖିତ ଶିଶୁଗଳ୍ପ ସଂକଳନର ଓଡ଼ିଆ ଅନୁବାଦ ବହିର ଉନ୍ମୋଚନ ହୋଇଯାଇଛି। ଅଧିକ ପଢ଼ନ୍ତୁ

ଲକ୍ଷ୍ମୀନାଥ ବେଜବରୁଆଙ୍କ ଶିଶୁଗଳ୍ପ ସଙ୍କଳନର ଓଡ଼ିଆ ଅନୁବାଦିତ ଲୋକାର୍ପିତ

author img

By

Published : Jun 22, 2022, 10:46 AM IST

ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟରେ ଆସାମର ପ୍ରସିଦ୍ଧ ଲେଖକ ଲକ୍ଷ୍ମୀନାଥ ବେଜବରୁଆଙ୍କ ଲିଖିତ ଶିଶୁଗଳ୍ପ ସଂକଳନର ଓଡ଼ିଆ ଅନୁବାଦ ବହିର ଉନ୍ମୋଚନ ହୋଇଯାଇଛି। ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି "ବୁଢୀ ଆର ସାଧୁ" ଶିଶୁଗଳ୍ପ ପୁସ୍ତକର ଉନ୍ମୋଚନ କରାଯାଇଛି।

ଲକ୍ଷ୍ମୀନାଥ ବେଜବରୁଆଙ୍କ ଶିଶୁଗଳ୍ପ ସଙ୍କଳନର ଓଡ଼ିଆ ଅନୁବାଦିତ ଲୋକାର୍ପିତ

ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଭିନ୍ନଭିନ୍ନ ଭାଷାର ପୁସ୍ତକ ଗୁଡିକୁ ଓଡ଼ିଆରେ ଅନୁବାଦ କରି ପ୍ରକାଶିତ କରିବାର ପଦକ୍ଷେପ ଗ୍ରହଣ କରାଯାଇଛି। ଏପରିକି ଭଲ ଓଡ଼ିଆ ପୁସ୍ତକ ଗୁଡିକୁ ମଧ୍ୟ ଅନ୍ୟ ଭାଷାରେ ଅନୁବାଦିତ କରାଯାଇ ପ୍ରକାଶିତ କରାଯାଉଛି। ଏହି କ୍ରମରେ ବେଜବରୁଆଙ୍କ "ବୁଢୀ ଆର ସାଧୁ" ଓ "ଜେଜେମାଙ୍କ ଗପପେଡି'ର ଉନ୍ମୋଚନ ହୋଇଛି । ବହିଟିକୁ ଆସାମର ଲେଖିକା ନିର୍ମାଲି ମହନ୍ତ ଅନୁବାଦ କରିଛନ୍ତି । ଶିଶୁଗଳ୍ପ ସଂକଳନରେ 30ଟି କ୍ଷୁଦ୍ରଗଳ୍ପ ରହିଛି । ଅନୁଷ୍ଠିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଜିଏମ ବିଶ୍ୱବିଦ୍ୟାଳୟର କୂଳପତି ଏନ. ନାଗାରାଜୁ, ଲେଖିକା ନିର୍ମାଲି ମହନ୍ତ, ବିଶିଷ୍ଟ ସାମ୍ବାଦିକ ତଥା ଇତିହାସକାର ଦୀପକ ପଣ୍ଡା ପ୍ରମୁଖଙ୍କ ସହ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.