ETV Bharat / city

Vigilance Trap; ଲାଞ୍ଚ ନେଇ ବନ୍ଧା ହେଲେ ଅଙ୍ଗନବାଡି ସୁପରଭାଇଜର

author img

By

Published : Nov 27, 2021, 7:56 PM IST

ଲାଞ୍ଚ ନେଇ ବନ୍ଧା ହେଲେ ଅଙ୍ଗନବାଡି ସୁପରଭାଇଜର। ଏ ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

ବନ୍ଧା ହେଲେ ଅଙ୍ଗନବାଡି ସୁପରଭାଇଜର
ବନ୍ଧା ହେଲେ ଅଙ୍ଗନବାଡି ସୁପରଭାଇଜର

ସମ୍ବଲପୁର: ଲାଞ୍ଚ ନେଇ ବନ୍ଧା ହେଲେ ଅଙ୍ଗନବାଡି ସୁପରଭାଇଜର ( Anganwadi Supervisor In Vigilance Trap) । ଭିଜିଲାନ୍ସ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ଜୟନ୍ତପୁର ସେକ୍ଟରର ଅଙ୍ଗନବାଡି ସୁପରଭାଇଜର ସୁଲୋଚନା ଆରକା ଜଣେ ଅଙ୍ଗନବାଡି କର୍ମୀଙ୍କ ଠାରୁ 13500 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।

ବନ୍ଧା ହେଲେ ଅଙ୍ଗନବାଡି ସୁପରଭାଇଜର

ହିତାଧିକାରୀଙ୍କ ପାଇଁ ଶୀତ ବସ୍ତ୍ର ଓ ଶୁଖିଲା ଖାଦ୍ୟ କାର୍ଯ୍ୟାଦେଶ ପ୍ରଦାନ କରିବାକୁ ଅଙ୍ଗନବାଡି କର୍ମୀଙ୍କୁ 13,500 ଟଙ୍କା ଲାଞ୍ଚ ମାଗିଥିଲେ ସୁପରଭାଇଜର । ଏନେଇ ଅଭିଯୋଗ ପରେ ସମ୍ବଲପୁରର 2ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ସୁପଭାଇଜର ସୁଲୋଚନା ଆରକାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.