ETV Bharat / city

ସମ୍ବଲପୁରରେ ଡ୍ରଗ୍ସ ଜାଲ, 2 ମହିଳାଙ୍କ ସମେତ 7 ଗିରଫ - ସମ୍ବଲପୁର ଡ୍ରଗ୍ସ କାରବାର

ସମ୍ବଲପୁର ସହରରେ ନିଶା କାରବାର ଜାଲ। 2 ମହିଳାଙ୍କ ସମେତ 7 ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଡ୍ରଗ୍ସ ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କଲା ପୋଲିସ । ଅଧିକ ପଢନ୍ତୁ...

ଡ୍ରଗ୍ସ କାରବାରରେ 7 ଗିରଫ, ବିପୁଳ ନିଶାଦ୍ରବ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ

author img

By

Published : Sep 26, 2021, 5:42 PM IST

ସମ୍ବଲପୁର: ସହରରେ ବୃଦ୍ଧି ପାଇବାରେ ଲାଗିଛି ଡ୍ରଗ୍ସ କାରବାର । ଧନୁପାଲୀ ପୋଲିସ ଦ୍ବାରା 2ମହିଳାଙ୍କ ସମେତ 7 ଡ୍ରଗ୍ସ କାରବାରରେ ସମ୍ପୃକ୍ତ ବ୍ୟକ୍ତି ଗିରଫ ହେବା ପରେ ଏହା ପ୍ରମାଣିତ ହୋଇଛି । ଅଭିଯୁକ୍ତମାନଙ୍କ ଠାରୁ 10ଗ୍ରାମ ବ୍ରାଉନସୁଗାର, 6 ପ୍ୟାକେଟ ଡ୍ରଗ୍ସ ଓ ହେରୋଇନ, ମୋବାଇଲ, ମୋଟର ସାଇକେଲ ସହ କିଛି ନଗଦ ଟଙ୍କା ମଧ୍ୟ ଜବତ କରିଛି ପୋଲିସ ।

ଡ୍ରଗ୍ସ କାରବାରରେ 7 ଗିରଫ, ବିପୁଳ ନିଶାଦ୍ରବ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ
ଡ୍ରଗ୍ସ କାରବାରରେ 7 ଗିରଫ, ବିପୁଳ ନିଶାଦ୍ରବ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ

ଗିରଫ ଅଭିଯୁକ୍ତମାନେ ସମ୍ବଲପୁର କାଇଁଶିର ଅଞ୍ଚଳର ମହେଶ୍ବର ଦୀପ,ସମ୍ବଲପୁର କୁମ୍ଭାରପଡାର ପ୍ରଦୀପ ରାଣା, ରାଜଗାଙ୍ଗପୁର ମଧୁସୂଦନ କଲୋନୀର ଆନନ୍ଦ ଦାସ, ରାଜଗାଙ୍ଗପୁର କୁମ୍ଭାରପଡା ରଞ୍ଜିତ ଦାସ ଓ ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ଅଞ୍ଚଳର ମହମ୍ମଦ ଆଫତାଵ, ରିହାନା ଖାତୁନ ଓ ରେଶମା ଖାତୁନ ବୋଲି ପୋଲିସ ସ୍ପଷ୍ଟ କରିଛି। ଆଜି ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.