ETV Bharat / city

ସମ୍ବଲପୁରରୁ 141 କୋରୋନା ପଜିଟିଭ ଚିହ୍ନଟ

ସମ୍ବଲପୁରରୁ ରବିବାର 141 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଚାଲିଥିବା ଆକ୍ଟିଭ ସର୍ଭିଲେନ୍ସ ଟିମ ଦ୍ବାରା ସମସ୍ତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 3987ରେ ପହଞ୍ଚିଥିବାବେଳେ 881 ଜଣ ସକ୍ରିୟ ରହିଛନ୍ତି । ଅଧିକ ପଢନ୍ତୁ...

author img

By

Published : Sep 13, 2020, 5:51 PM IST

ସମ୍ବଲପୁରରୁ 141 କୋରୋନା ପଜିଟିଭ ଚିହ୍ନଟ
ସମ୍ବଲପୁରରୁ 141 କୋରୋନା ପଜିଟିଭ ଚିହ୍ନଟ

ସମ୍ବଲପୁର: 141 କୋରୋନା ପଜିଟିଭ ଚିହ୍ନଟ । ଜିଲ୍ଲାରେ ଚାଲିଥିବା ଆକ୍ଟିଭ ସର୍ଭିଲେନ୍ସ ଟିମ ଦ୍ବାରା ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3987ରେ ପହଞ୍ଚିଲା ।

ସମ୍ବଲପୁରରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନେ ମହାନଗର ନିଗମ ଅଞ୍ଚଳ, ରେଙ୍ଗାଲୀ,ମାନେଶ୍ବର,ଯୁଜୁମୁରା, ରେଢାଖୋଲ, ନାକଟିଦେଉଳ, କୁଚିଣ୍ଡା ଓ ଜମନକିରା ଅଞ୍ଚଳର ଅଟନ୍ତି। ସମସ୍ତ ଆକ୍ରାନ୍ତ ଆକ୍ଟିଭ ସର୍ଭେଲାନ୍ସ ଟିମ ଦ୍ବାରା ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମ୍ବଲପୁର ଜିଲ୍ଲାରେ ମୋଟ କୋରୋନା ଅକ୍ରାନ୍ତଙ୍କ ସଂଖ୍ୟା 3987 ହୋଇଥିବା ବେଳେ 3090 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲାରେ ବର୍ତ୍ତମାନ 881 ଜଣ କୋରୋନା ଆକ୍ରାନ୍ତ ସକ୍ରିୟ ରହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.