ETV Bharat / city

ଏଟିଏମ ସୁବିଧାରୁ ବଞ୍ଚିତ ରାଉରକେଲା ରେଳ ଷ୍ଟେସନ - ରାଉରକେଲା ରେଳ ଷ୍ଟେସନ

ବିଭିନ୍ନ ରେଳଷ୍ଟେସନକୁ ଅତ୍ୟାଧୁନିକ କରିବା ପାଇଁ ବିଭିନ୍ନ ସୁବିଧା ପ୍ରଦାନ କରାଯାଉଥିବା ବେଳେ ରାଉରକେଲା ରେଳଷ୍ଟେସନ ଏଥିରୁ ବଞ୍ଚିତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Oct 11, 2019, 3:21 PM IST

ରାଉରକେଲା: ବିଭିନ୍ନ ରେଳଷ୍ଟେସନକୁ ଅତ୍ୟାଧୁନିକ କରିବା ପାଇଁ ବିଭିନ୍ନ ସୁବିଧା ପ୍ରଦାନ କରାଯାଉଥିବା ବେଳେ ରାଉରକେଲା ରେଳଷ୍ଟେସନ ଏଥିରୁ ବଞ୍ଚିତ । ରେଳ ଷ୍ଟେସନରେ ଏଟିଏମ ଭଳି ସୁବିଧା ବନ୍ଦ କରିବା ରାଉରକେଲା ସହର ପ୍ରତି ଜନ ପ୍ରତିନିଧିଙ୍କ ଅଣଦେଖାକୁ ସ୍ପଷ୍ଟ ଦର୍ଶାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା ରେଳ ଷ୍ଟେସନ ଏକ ପ୍ରମୁଖ ଷ୍ଟେସନ ହୋଇଥିବାରୁ ଲୋକଙ୍କ ପାଇଁ ଏହାର ଅନେକ ମହତ୍ତ୍ବ ରହିଛି । ୟୁକୋ ବ୍ୟାଙ୍କର ଏଟିଏମ ଉପାଡି ନିଆଯାଇଥିବା ବେଳେ ଏସବିଆଇର ଏଟିଏମ 4 ମାସ ହେବ ବନ୍ଦ ରହିଛି । ଏହାଦ୍ବାରା ସାଧାରଣ ଯାତ୍ରୀମାନଙ୍କ ସହ ରେଳ କର୍ମଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ଏହି ସୁବିଧା କାହିଁକି ବନ୍ଦ କରାଯାଇଛି ତାହା କେହି ବି ସ୍ପଷ୍ଟ କହିପାରୁନାହାନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ବିଭିନ୍ନ ରେଳ ଷ୍ଟେସନ କୁ ଅତ୍ୟାଧୁନିକ କରିବା ପାଇଁ ବିଭିନ୍ନ ସୁବିଧା ପ୍ରଦାନ କର ଯାଉ ଥିବା ବେଳେ ରାଉରକେଲା ରେଳ ଷ୍ଟେସନ ରେ ଏଟିଏମ ଭଳି ସୁବିଧା ବନ୍ଦ କରିବା ରାଉରକେଲା ସହର ପ୍ରତି ଜନ ପ୍ରତିନିଧିଙ୍କ ଅଦୁରଦର୍ଶିତା ର ଉଦାହରଣ।

Body:ରାଉରକେଲା ସ୍ମାର୍ଟ ସିଟି ଏକ ପ୍ରମୁଖ ଷ୍ଟେସନ ହୋଇ ଥିବାରୁ ଏହାର ମହତ୍ଵ ରହିଛି। U. Co. ବ୍ୟାଙ୍କ ର ATM ଉପାଡି ନିଆ ଯାଇ ଥିବା ବେଳେ SBI ର ATM 4 ମାସ ହେଲା ବନ୍ଦ ରହିଛି।

Conclusion:ATM ବନ୍ଦ ରହି ଥିବାରୁ ସାଧାରଣ ଯାତ୍ରୀ ମାନଙ୍କ ସହିତ ରେଳ କର୍ମଚାରୀ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏହି ସୁବିଧା କାହିଁକି ବନ୍ଦ କରା ଯାଉଛି ତାହା ସ୍ପଷ୍ଟ କିଏ ହେଲେ କହି ପାରୁନାହାନ୍ତି।
ବାଇଟ- ବିଜୟ କୁମାର ସିଂ, ରାଉରକେଲା ବାସିନ୍ଦା
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.