ETV Bharat / city

ପ୍ରତିଶୃତି ପରେ ହଟିଲା ରାସ୍ତାରୋକ, ଆନ୍ଦୋଳନରୁ ଓହରିଲେ ଆଧୁନିକ ମେଟାଲିକ୍ସ କର୍ମଚାରୀ - rourkela

କମ୍ପାନୀ ପକ୍ଷରୁ 11 ମାସର ବକେୟା ପାଉଣା ପାଇବାର ପ୍ରତିଶୃତି ପରେ ହଟିଲା ରାସ୍ତାରୋକ । କୁଆଁରମୁଣ୍ଡାରେ ଏନଏଚ-143ରେ ରାସ୍ତାରୋକ କରିଥିଲେ ଆଧୁନିକ ମେଟାଲିକ୍ସର କର୍ମଚାରୀ ।

ଡିଜାଇନ ଫଟୋ
author img

By

Published : May 16, 2019, 10:40 AM IST

Updated : May 16, 2019, 11:44 AM IST

ରାଉରକେଲା: ଆଧୁନିକ ମେଟାଲିକ୍ସ ପକ୍ଷରୁ ବକେୟା ଦରମା ପାଇବାର ପ୍ରତିଶୃତି ପରେ କୁଆଁରମୁଣ୍ଡାରେ ହଟିଲା ରାସ୍ତାରୋକ । 3 ଦିନ ଭିତରେ ଏହା ଉପରେ ବିଚାର କରିବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଜଣାଇବା ପରେ ସ୍ବାଭାବିକ ହେଲା ସ୍ଥିତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସୂଚନା ଅନୁଯାୟୀ, କୁଆଁରମୁଣ୍ଡାସ୍ଥିତ ଆଧୁନିକ ମେଟାଲିକ୍ସର କର୍ମଚାରୀମାନେ ରାସ୍ତାରୋକ କରିଥିଲେ । 11 ମାସର ବକେୟା ପାଉଣା ଦେବା ତଥା କମ୍ପାନୀରେ ପୁଣିଥରେ ଉତ୍ପାଦନ ଆରମ୍ଭ କରିବାକୁ ନେଇ ଏନଏଚ-143ର କୁଆଁରମୁଣ୍ଡାରେ ରାସ୍ତାରୋକ କରିଥିଲେ କର୍ମଚାରୀ ।

ସେପଟେ ରାସ୍ତାରୋକ କାରଣରୁ ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ଯାନବାହାନ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ଅନେକ ଯାତ୍ରୀବାହୀ ବସ ଠିଆ ହୋଇଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ରାଉରକେଲା- ବିରମିତ୍ରପୁର ଥାନା ଅଂଚଳ ର କୁଆରମୁଣ୍ଡା ସ୍ଥିତ ଆଧୁନିକ metaliks ରେ କାମ କରୁଥିବା କର୍ମଚାରୀ ମାନଙ୍କୁ 11 ମାସ ର ବକାୟା ଦରମା ତଥା  କମ୍ପାନୀ ରେ ଉତ୍ପାଦନ ପୁଣି ଆରମ୍ଭ କରିବା ଦାବି କରି ଆଜି ଏନଏଚ-143 କୁ କୁଆରମୁଣ୍ଡା ରେ ଶ୍ରମିକ ମାନେ ଜମି କରିଥିଲେ। ଜମି ଯୋଗୁ ଘଣ୍ଟା ଘଣ୍ଟା ଧରି ବସ ତଥା ଟ୍ରକ ଦୁଇ ପାର୍ଶ୍ୱ ରେ ଠିଆ ହୋଇ ରହିଛନ୍ତି।
ଆଧୁନିକ ମେଟାଳିକ ପ୍ରାଇଭେଟ ଲି. ର ହେମନ୍ତ ଜେନା,ମୋ. ନଦୀମ ତଥା ବିଜେଡି ନେତା ରାଜେଶ କେର୍କେଟଟା ନେତୃତ୍ୱ ରେ ରାସ୍ତା ରୋକ ଆନ୍ଦୋଳନ କରା ଯାଇଛି।
ଏହି କମ୍ପାନୀ କୁ ଅନ୍ୟ ଏକ କମ୍ପାନୀ ନେବା ପରଠାରୁ ଏହା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଛି। ଆଜି ତାଙ୍କ ବକେୟା 11 ମାସ ର ଦରମା ଦାବି ସହିତ କାରଖାନା ରେ ପୁଣି ଉତ୍ପାଦନ ଦାବି କରି ଏହି ଆନ୍ଦୋଳନ କରା ଯାଇଛି।
Last Updated : May 16, 2019, 11:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.