ETV Bharat / city

ରାଉରକେଲାରେ ପିଆଜ ଦର ଆକାଶ ଛୁଁଆ, ଚିନ୍ତାରେ ଖାଉଟି

author img

By

Published : Sep 25, 2019, 2:10 PM IST

ରାଉରକେଲା ପିଆଜ ଦର ବୃଦ୍ଧି ପାଇବାରେ ଲାଗିଛି । ଖୋଲା ବଜାରରେ ପିଆଜ ଦର କିଲୋ ପ୍ରତି 50 ରୁ 55 ଟଙ୍କା ହୋଇଛି । ଏନେଇ ଚିନ୍ତାରେ ଗ୍ରାହକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ହୁ ହୁ ହୋଇ ବଢି ଚାଲିଛି ପିଆଜ ଦର । ଆକାଶ ଛୁଁଆ ପିଆଜ ଦର ନେଇ ଏବେ ଚିନ୍ତାରେ ଖାଉଟି । ରାଉରକେଲା ଖୋଲା ବଜାରରେ ପିଆଜ ମୂଲ୍ୟ କିଲୋ ପ୍ରତି 50 ରୁ 55 ଟଙ୍କା ହୋଇଛି । ପିଆଜ ଦେଖିବା ମାତ୍ରେ କିଣିବା ତ ଦୂରର କଥା ଗ୍ରାହକଙ୍କ ଆଖିରୁ ପାଣି ବାହାରୁଛି । ଯେଉଁମାନେ 5 କେଜି ପିଆଜ କିଣୁଥିଲେ ସେମାନେ ଏବେ ଅଧା କିଲୋ କିଣୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ପିଆଜ ଚାଷ ଉପରେ ରାଜ୍ୟ ସରକାର ବଡ଼ ବଡ଼ କଥା କହିଥିଲେ କିନ୍ତୁ ତାହା ବିଫଳ ହେଉଥିବା ପରିଲକ୍ଷିତ ହୋଇଛି । ଏଥିପାଇଁ ଅନ୍ୟ ରାଜ୍ୟ ଉପରେ ଓଡିଶାକୁ ନିର୍ଭର କରିବାକୁ ପଡୁଛି । ପିଆଜ ଦର କେବେ କମିବ ତାହା ନେଇ ମଧ୍ୟ ସାଧାରଣରେ ଆଲୋଚନା ଜୋର ଧରିଛି ।

ଅନ୍ୟପକ୍ଷରେ ସମସ୍ତେ ଆଶା କରୁଛନ୍ତି ନୂଆ ଚାଷ ପରେ ହିଁ ପିଆଜ ଦର କମିବ। ପିଆଜ ଦର ନିୟନ୍ତ୍ରଣ କରିବାରେ ଜିଲ୍ଲା ପ୍ରଶାସନ ମଧ୍ୟ ସଫଳ ହେଉ ନାହାଁନ୍ତି । ଏଭଳି ପରିସ୍ଥିତିରେ ପିଆଜ ଦର କମିବା କୌଣସି ସମ୍ଭାବନା ହେବ ନଜର ଆସୁନାହିଁ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା ରେ ପିଆଜ ଦର ଖୋଲା ବଜାର ରେ ପ୍ରତି କିଲୋ 50 ରୁ 55 ତାଙ୍କ ହୋଇଯାଇଛି। ସମସ୍ତଙ୍କ ପାଇଁ ପିଆଜ ଦରକାର। ସେହି ପାଇଁ ଯେଉଁମାନେ 5 କେଜି ପିଆଜ କିଣୁ ଥିଲେ ସେମାନେ ଅଧା କିଲୋ କିମ୍ବା 1 କିଲୋ କିଣୁଛନ୍ତି। ପିଆଜ ଦେଖିଣ ମାତ୍ରକେ ଲୋକଙ୍କ ଆଖିରୁ ପାଣି ବାହାରୁଛି କିଣିବା ଦୂର କଥା।

Body:ରାଜ୍ୟ ରେ ପିଆଜ ଚାଷ ଉପରେ ରାଜ୍ୟ ସରକାର ବଡ଼ ବଡ଼ କଥା ହୋଇଥିଲେ କିନ୍ତୁ ସରକାର ବିଫଳ ହେଲେ। ଏହି ପାଇଁ ଅନ୍ୟ ରାଜ୍ୟ ଉପରେ ଓଡିଶା କୁ ନିର୍ଭର କରିବାକୁ ପଡେ। ପିଆଜ ଦର କେବେ କମିବ ତାହା ନେଇ ମଧ୍ୟ ଦୋକାନ କହିବା ପରିସ୍ଥିତି ରେ ନାହାନ୍ତି।

Conclusion:ସମସ୍ତେ ଆଶା କରୁଛନ୍ତି ନୂଆ ଚାଷ ପରେ ହିଁ ପିଆଜ ଦର କମିବ।ଅନ୍ୟ ପଟେ ପିଆଜ ଦର ନିୟନ୍ତ୍ରଣ କରିବାରେ ଜିଲ୍ଲା ପ୍ରଶାସନ ମଧ୍ୟ ଦଫାଲ ହେଉ ନାହିଁ। ଏହି ଭଳି ପରିସ୍ଥିତି ରେ ପିଆଜ ଦର କମ ହେବାର କୌଣସି ସମ୍ଭାବନା ନଜର ଆସୁ ନାହିଁ।
ବାଇଟ- ପିକେ ପୃଷ୍ଟି, ଗ୍ରାହକ
ବାଇଟ-କଲରାଜ ସାହୁ, ଦୋକାନୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.