ETV Bharat / city

ରାଉରକେଲା NIT ସମାବର୍ତ୍ତନ ସମାରୋହରେ ସ୍ବର୍ଣ୍ଣପଦକ ସହ ଡକ୍ଟରେଟ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

author img

By

Published : Mar 21, 2021, 4:12 PM IST

ଉରକେଲା NIT ସମାବର୍ତ୍ତନ ସମାରୋହରେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ସ୍ବର୍ଣ୍ଣ ପଦକ ଓ ଡକ୍ଟରେଟ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି । ଅଧିକ ପଢନ୍ତୁ...

ଉରକେଲା NIT ସମାବର୍ତ୍ତନ ସମାରୋହରେ ସ୍ବର୍ଣ୍ଣପଦକ ସହ ଡକ୍ଟରେଟ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

ରାଉରକେଲା: ରାଉରକେଲା NIT ସମାବର୍ତ୍ତନ ସମାରୋହରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ସମାବର୍ତ୍ତନ ସମାରୋହରେ 118 ଜଣଙ୍କୁ ଡକ୍ଟରେଟ ଓ 8 ଜଣ ପ୍ରାକ୍ତନ ଛାତ୍ରଙ୍କୁ ସମ୍ମାନିତ କରାଯାଇଛି ।

ସମାବର୍ତ୍ତନ ସମାରୋହରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ ଦେଇ ନିଜକୁ ପରିତୃପ୍ତି ଓ ସାର୍ଥକତା ପ୍ରଦାନ କରୁଥିବା କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି । ସେ କହିଛନ୍ତି, ଆକାଂକ୍ଷା ଓ ଲକ୍ଷ୍ୟର ନିକଟବର୍ତ୍ତୀ କରାଉଥିବା କାର୍ଯ୍ୟ କରିବା ଉଚିତ । ଏମିତି କାମ କର, ଯେପରି ପରିବାର ତୁମ ପାଇଁ ଗର୍ବିତ ହେବ ବୋଲି ଛାତ୍ରଛାତ୍ରୀଙ୍କୁ କହିଛନ୍ତି ରାଷ୍ଟ୍ରପତି କୋବିନ୍ଦ ।

ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯାଇଛି। ଶିଳ୍ପ କ୍ଷେତ୍ରରେ କୁମାର ମଙ୍ଗଲମ ବିର୍ଲାଙ୍କୁ ସମ୍ମାନସୂଚକ ଡିଗ୍ରୀ ପ୍ରଦାନ ମଧ୍ୟ କରାଯାଇଛି। ଭାରତୀୟ ପ୍ରଶାସନିକ କ୍ଷେତ୍ରରେ ପ୍ରମୋଦ ମିଶ୍ରଙ୍କୁ ସମ୍ମାନସୂଚକ ଡିଗ୍ରୀ ଦିଆଯାଇଛି। ସାହିତ୍ୟ କ୍ଷେତ୍ରରେ ସୀତାକାନ୍ତ ମହାପାତ୍ରଙ୍କୁ ସମ୍ମାନସୂଚକ ଡିଗ୍ରୀ ଦିଆଯାଇଥିବା ନେଇ ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.