ETV Bharat / city

ଗଞ୍ଜେଇ ଚୋରା ଚାଲାଣ: 3 ଗିରଫ, ମୋବାଇଲ ସମେତ ନଗଦ ଟଙ୍କା ଜବତ - ଗଞ୍ଜେଇ ଚୋରା ଚାଲାଣ

ଗଞ୍ଜେଇ ଚୋରା ଚାଲାଣବେଳେ ପୋଲିସ ହାବୁଡରେ 3 ଚାଲାଣକାରୀ । ଏମାନଙ୍କ ପାଖରୁ 50 ହଜାର ଟଙ୍କାର ଗଞ୍ଜେଇ ସହ ଗୋଟିଏ କାର, ନଗଦ 5 ହଜାର ଟଙ୍କା, ମୋବାଇଲ ଫୋନ ଆଦି ଜବତ କରାଯାଇଛି। ଅଧିକ ଖବର ପଢନ୍ତୁ...

ganja seized
ଗଞ୍ଜେଇ ଚୋରା ଚାଲାଣ, 3 ଗିରଫ
author img

By

Published : Dec 29, 2019, 1:40 PM IST

Updated : Dec 29, 2019, 2:51 PM IST

ରାଉରକେଲା: ଗଞ୍ଜେଇ ଚାଲାଣବେଳେ 3 ଗିରଫ । ଅଭିଯୁକ୍ତଙ୍କ ପାଖରୁ ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ 50 ହଜାର ଟଙ୍କା । ଏମାନଙ୍କୁ ରାଉରକେଲା ପ୍ଲାଣ୍ଟସାଇଟ ଥାନା ପୋଲିସ ଗିରଫ କରିଛି।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବିହାରର ବେତିଆର ନରେଶ କୁମାର ରାମ। ଅନ୍ୟ 2 ଜଣ ଅଭିଯୁକ୍ତ ସୁରଜ କୁମାର ସାହା ତଥା ସୁରଜ ମହତୋ ଗୋପବନ୍ଧୁପାଲି ଅଞ୍ଚଳର। ସେମାନଙ୍କ ଠାରୁ ଗୋଟିଏ କ୍ବିଡି କାର , ନଗଦ 5 ହଜାର ଟଙ୍କା , ମୋବାଇଲ ଫୋନ ଆଦି ଜବତ କରାଯାଇଛି ।

ଗଞ୍ଜେଇ ଚୋରା ଚାଲାଣ, 3 ଗିରଫ

କୋରାପୁଟର ଗଞ୍ଜେଇ ଆଣି ଷ୍ଟେସନରୁ ଏକ କାରରେ ଯାଉଥିବାବେଳେ ଖବର ପାଇ ପ୍ଲାଣ୍ଟସାଇଟ ଥାନା ପୋଲିସ ବିଏସଏନଏଲ ଛକରେ ଏହି ଗଞ୍ଜେଇ ଚୋରା ଚାଲାଣ କାରୀଙ୍କୁ ଗିରଫ କରିଥିଲା।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର,ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା ପ୍ଲାଣ୍ଟସାଇଟ ଥାନା ପୋଲିସ 50 ହଜାର ଟଙ୍କାର ଗଞ୍ଜେଇ ଜବତ କରିଥିବା ବେଳେ ଗଞ୍ଜେଇ ଚାଲାଣ ଅଭିଯୋଗରେ 3 ଜଣଙ୍କୁ ଗିରଫ କରିଛି ।

Body: ଜଣେ ବିହାର ର ବେତିଆ ର ନରେଶ କୁମାର ରାମ କୁ ଗିରଫ କର ଯାଇଛି। ଗିରଫ ଙ୍କ ମଧ୍ୟରୁ ଦୁଇଜଣ ସୁରଜ କୁମାର ସାହା ତଥା ସୁରଜ ମହତୋ ଗୋପବନ୍ଧୁପାଲି ଅଞ୍ଚଳର । ସେମାନଙ୍କ ଠାରୁ ଗୋଟିଏ Kwid କାର , ନଗଦ 5 ହଜାର ଟଙ୍କା , ମୋବାଇଲ ଫୋନ ଆଦି ମଧ୍ୟ ଜବତ କରାଯାଇଛି ।

Conclusion:କୋରାପୁଟ ର ଗଞ୍ଜେଇ ଆଣି ଷ୍ଟେସନରୁ ଏକ କାରରେ ଯାଉଥିବା ବେଳେ ଖବର ପାଇ ପ୍ଲାଣ୍ଟସାଇଟ ଥାନା ପୋଲିସ BSNL ଛକରେ ଏହି ଗଞ୍ଜେଇ ଚୋରା ଚାଲାଣ କାରୀଙ୍କୁ ଗିରଫ କରିଥିଲେ ।
Last Updated : Dec 29, 2019, 2:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.