ETV Bharat / city

ନିଯୁକ୍ତି ଦାବିରେ ଇସ୍ପାତ କାରଖାନାରେ ବିସ୍ଥାପିତଙ୍କ ଆନ୍ଦୋଳନ

ନିଯୁକ୍ତି ଦାବିରେ ଆନ୍ଦୋଳନ କରିଛନ୍ତି ରାଉରକେଲା ଇସ୍ପାତ କାରଖାନାର ବିସ୍ଥାପିତମାନେ । ରାଉରକେଲାର ଏଡିଏମ ଆଜି ଅନ୍ୟତ୍ର ଗସ୍ତରେ ରହିଥିବା ଯୋଗୁଁ ବିସ୍ଥାପିତମାନେ ତାଙ୍କ ଆନ୍ଦୋଳନ ସ୍ଥଗିତ ରଖି ଆଗାମୀ 7 ଅଗଷ୍ଟରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Jul 10, 2019, 6:11 PM IST

ରାଉରକେଲା: ଇସ୍ପାନ ନଗରୀରେ ଦେଖିବାକୁ ମିଳିଛି ଆନ୍ଦୋଳନ । ରାଉରକେଲା ଇସ୍ପାତ କାରଖାନାର ବିସ୍ଥାପିତମାନେ ଆଜି (ବୁଧବାର) ଉଦିତନଗର ପଡିଆରେ ଏକତ୍ରିତ ହୋଇ ଆନ୍ଦୋଳନ କରିଛନ୍ତି । କାରଣ ଦେଇଥିବା ପ୍ରତିଶୃତି ଅନୁଯାୟୀ ସେମାନଙ୍କୁ ଚାକିରି ମିଳିନାହିଁ । ଆଉ ଏହାର ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିସ୍ଥାପିତମାନେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ବିସ୍ଥାପିତମାନେ ଏକତ୍ରିତ ହୋଇ ନିଯୁକ୍ତି ପ୍ରଦାନ କରିବାକୁ ଦାବି କରିଛନ୍ତି । ସେପଟେ ରାଉରକେଲାର ଏଡିଏମ ଆଜି ଅନ୍ୟତ୍ର ଗସ୍ତରେ ରହିଥିବା ଯୋଗୁଁ ବିସ୍ଥାପିତମାନେ ତାଙ୍କ ଆନ୍ଦୋଳନ ସ୍ଥଗିତ ରଖି ଆଗାମୀ 7 ଅଗଷ୍ଟରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଛନ୍ତି ।

ବିସ୍ଥାପିତ ନେତା ଖଡା କୁଜୁର ଆଜି ସ୍ପଷ୍ଟ କହିଥିଲେ ଯେ କୋ ଆର୍ପିଡିଏସସି ବୈଠକର ବିଷୟବସ୍ତୁ ଉପରେ ଆଲୋଚନା କରିବା ପାଇଁ ଆଜି ଏଡିଏମ ଡାକିଥିଲେ। କିନ୍ତୁ ତାଙ୍କ ଅନୁପସ୍ଥିତି ଯୋଗୁଁ ବୈଠକ ହୋଇ ପାରିଲା ନାହିଁ। ଆଗାମୀ ଅଗଷ୍ଟ 7ରେ ବିସ୍ଥାପିତମାନେ ତାଙ୍କ ଖାଇବା ସାମଗ୍ରୀ ଧରି ଆସିବେ । ଆଉ ଯେତେ ଦିନ ଯାଏଁ ତାଙ୍କ ଦାବି ପୁରା ନ ହୋଇଛି ସେତେ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ରାଉରକେଲା ଇସ୍ପାତ କାରଖାନାର ବିସ୍ଥାପିତ ମାନେ ଆଜି ଉଦିତନଗର ପଡିଆ ରେ ଏକତ୍ରିତ ହୋଇ ଥିଲେ ତଥା ଯେଉଁ ମାନଙ୍କୁ ଚାକରି ମିଳି ନାହିଁ ତାଙ୍କୁ ଚାକରି ପ୍ରଦାନ ର ଦାବି କରିବିଥିଲେ। ରାଉରକେଲା ର ଏଡିଏମ ଆଜି ଅନ୍ୟତ୍ର ଗସ୍ତ ରେ ରହିଥିବା ଯୋଗୁ ଆଜି ବିସ୍ଥାପିତ ଅନେ ତାଙ୍କ ଆନ୍ଦୋଳନ ସ୍ଥଗିତ ରଖି ଆଗାମୀ 7 ଅଗଷ୍ଟ ରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଛନ୍ତି।

Body:ବିସ୍ଥାପିତ ନେତା ଖଡା କୁଜୁର ଆଜି ସ୍ପଷ୍ଟ କହି ଥିଲେ କୋ ଆର୍ପିଡିଏସସି ବୈଠକ ର ବିଷୟବସ୍ତୁ ଉପରେ ଆଜି ଏଡିଏମ ଡାକି ଥିଲେ। କିନ୍ତୁ ତାଙ୍କ ଅନୁପସ୍ଥିତି ଯୋଗୁ ବୈଠକ ହୋଇ ପାରିଲା ନାହିଁ। ଆଗାମୀ 7 ଅଗଷ୍ଟ ଦିନ ବିସ୍ଥାପିତ ମାନେ ତାଙ୍କ ଖାଇବା ସାମଗ୍ରୀ ଧରି ଆସିବେ ତଥା ଦାବି ପୁରା ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ କରିବେ।

Conclusion:ବିସ୍ଥାପିତ ମାନେ ତାଙ୍କ ଦାବି ନେଇ ଆନ୍ଦୋଳନ କରୁଛନ୍ତି।
ବାଇଟ-ଖଡା କୁଜୁର, ବିସ୍ଥାପିତ ନେତା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.