ETV Bharat / city

ରେଳଧାରଣାରୁ ମୃତଦେହ ଉଦ୍ଧାର

author img

By

Published : Nov 23, 2019, 10:01 AM IST

ବେଦବ୍ୟାସ ରେଳଧାରଣାରୁ ମୃତଦେହ ଉଦ୍ଧାର। ମୃତକଙ୍କ ପରିଚୟ ମିଳିପାରିନାହିଁ। ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ।

ରେଳଧାରଣାରୁ ମୃତଦେହ ଉଦ୍ଧାର

ରାଉରକେଲା: ରେଳଧାରଣାରୁ ମୃତଦେହ ଉଦ୍ଧାର। ବେଦବ୍ୟାସ ନିକଟସ୍ଥ ରେଳ ଧାରଣାରୁ ଏକ ମୃତଦେହ ଉଦ୍ଧାର କରିଛି ଜିଆରପି। ମୃତକଙ୍କ ପରିଚୟ ମିଳିପାରିନାହିଁ। ଶନିବାର ସକାଳୁ ସକାଳୁ ରେଳ ଧାରଣାରେ ମୃତଦେହଟି ପଡିଥିବା ଦେଖିବାକୁ ମିଳିଥିଲା । ସଙ୍ଗେସଙ୍ଗେ ଜିଆରପି ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକ ଯୁବକ ଟ୍ରେନରୁ ଖସି ପଡିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି କିମ୍ବା ଆତ୍ମହତ୍ୟା କରିଛି ସେ ନେଇ ତଦନ୍ତ କରୁଛି ପୋଲିସ।

ରେଳଧାରଣାରୁ ମୃତଦେହ ଉଦ୍ଧାର

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ବେଦବ୍ୟାସ ର ରେଳ ଲାଇନ ରୁ ଏକ ମୃତ ଦେହ ପୋଲିସ ଜପତ କରିଛି।ମୃତକ ର ପରିଚୟ ମିଳିନାହିଁ। ଆଜି ସକାଳୁ grp ଶବ କୁ ଜପତ କରିବା ପ୍ରକ୍ରିୟା ପରେ ଶବ କୁ ଶ୍ଵଗୃହ ରେ ରଖିଛି।

Body:ଯୁବକ ଟି ସ୍ଥାନୀୟ ନା ଟ୍ରେନ ରୁ ଖସି ପଡିଛି ତାହା ମଧ୍ୟ ସ୍ପଷ୍ଟ ହେଉ ନାହିଁ।
।Conclusion:ରାଉରକେଲା grp ମୃତକ କୁ ଚିହ୍ନଟ କରିବା ପାଇଁ ପ୍ରୟାସ କରୁଛି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.