ETV Bharat / city

ବସ ଓଲଟି 12 ଆହତ

ରାଉରକେଲାରୁ ଟେନସା  ଯାଉଥିବା ଏକ ଘରୋଇ ବସ ଓଲଟି ବୁଧବାର 12 ଜଣ  ଯାତ୍ରୀ ଆହତ ହୋଇଛନ୍ତି ।

author img

By

Published : Jan 22, 2020, 8:49 PM IST

bus accident in rourkela
ବସ ଓଲଟି 12 ଯାତ୍ରୀ ଆହତ

ରାଉରକେଲା: ବସ ଓଲଟି 12 ଜଣ ଯାତ୍ରୀ ଆହତ ହୋଇଛନ୍ତି । ରାଉରକେଲାରୁ ଟେନସା ଯାଉଥିବା ଏକ ଘରୋଇ ବସ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ବୁଧବାର 12 ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ବସ ଓଲଟି 12 ଯାତ୍ରୀ ଆହତ

ବସ ରାଉରକେଲାରୁ ଟେନସା ଯାଉଥିବା ସମୟରେ ସାମ୍ନା ପଟୁ ଆସୁଥିବା ଏକ ଡମ୍ପରକୁ ସାଇଡ ଦେବା ସମୟରେ ବସଟି ଭାରସାମ୍ୟ ହରାଇ 143 ନମ୍ବର ଜାତୀୟ ରାଜପଥରେ ଓଲଟି ପଡିଛି । ଏଥିରେ 12 ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ଆହତମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ ପଠାଯାଇଛି । ଏପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିବା ବେଳେ ବସଟି ଆବଶ୍ୟକ ଠାରୁ ଅଧିକ ଯାତ୍ରୀ ନେଉଥିବା ଅଭିଯୋଗ ହୋଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା ରୁ Tensa ଯାଉଥିବା ଏକ ଘରୋଇ ବସ 143 ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ 12 ଜଣ ଆହତ ହୋଇଛନ୍ତି ।

Body:ସେମାନଙ୍କୁ ଚିକିତ୍ସା ଲାଗି ରାଉରକେଲା ସରକାରୀ ହସ୍ପିଟାଲ ପଠାଯାଇଛି । Tensa ଯାଉଥିବା ଏହି ପାର୍ବତୀ ବସରେ ଆବଶ୍ୟକ ରୁ ଅଧିକ ଯାତ୍ରୀ ନେଉଥିବା ଅଭିଯୋଗ ହୋଇଛି । ସାମନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଡ଼ମ୍ପର କୁ ସାଇଡ ଦେବା ବେଳେ ଏହି ଦୁର୍ଘଟଣା ଘଟିଛି । ।
Conclusion:ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।ଘଟଣା ପରେ ସ୍ଥାନୀୟ ଲୋକ ମଧ୍ୟ ଆହତ ମାନଙ୍କୁ ସହାୟତା କରିଥିଲେ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.